Harishankar: ଶ୍ରାବଣର ପ୍ରଥମ ସୋମବାର ବୋଲ୍‌ବମ୍ ଧ୍ବନିରେ କମ୍ପିଲା ହରିଶଙ୍କର

Aug 03, 2026 - 08:32
Harishankar: ଶ୍ରାବଣର ପ୍ରଥମ ସୋମବାର ବୋଲ୍‌ବମ୍ ଧ୍ବନିରେ କମ୍ପିଲା ହରିଶଙ୍କର

"ଧଣ୍ଡାମୁଣ୍ଡା(ସରୋଜ ମିଶ୍ର): ଶ୍ରାବଣ ପ୍ରଥମ ସୋମବାର ବଲାଙ୍ଗୀର ଜିଲ୍ଲା ହରିଶଙ୍କରଠାରେ କାଉଡ଼ିଆମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା | ବୋଲ୍‌ବମ୍ ଧ୍ବନିରେ ହରିଶଙ୍କର ପୀଠ କମ୍ପିଥିଲା।Advertisment Jagannath Behera : ୧୦୧ ବର୍ଷରେ ପାଲା ସମ୍ରାଟ ପଣ୍ଡିତ ଜଗନ୍ନାଥ ବେହେରାଙ୍କ ପରଲୋକ, ଓଡ଼ିଶାର ଲୋକକଳାର ଜୀବନ୍ତ ଇତିହାସର ଅବସାନ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବନ୍ତ୍ରତ ବ୍ୟବସ୍ଥା ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା।

ପାପନାଶିନୀ ଝରଣାରେ ସ୍ନାନକରି ଜଳ ଉଠାଇ ମନ୍ଦିରକୁ ଯାଇ ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ପରେ ଜଳ ଚଢ଼ାଇଥିଲେ ।

ଭିଡ଼ ନିୟନ୍ତ୍ରଣ ପାଇଁ ମନ୍ଦିର ପ୍ରଶାସନ ତରଫରୁ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରାଯାଇଥିଲା।

ସେହିପରି କନ୍ଦରାଭଟା ଜଳ ମହାଦେବଠାରେ ମଧ୍ୟ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।