Happy Birthday MS Dhoni: ଟିକେଟ୍ କଲେକ୍ଟରରୁ ବିଶ୍ୱ ବିଜେତା!

Jul 07, 2026 - 16:58
Happy Birthday MS Dhoni: ଟିକେଟ୍ କଲେକ୍ଟରରୁ ବିଶ୍ୱ ବିଜେତା!

"ଭାରତୀୟ କ୍ରିକେଟ୍ ଇତିହାସର ସବୁଠୁ ଶାନ୍ତ, ସବୁଠୁ ସଫଳ ଏବଂ ସବୁଠୁ ଲୋକପ୍ରିୟ ଅଧିନାୟକ ସେ ।

ଜଣେ ଏମିତି ଖେଳାଳି, ଯିଏ ଚାପରେ ବି ଭଲ ପ୍ରଦର୍ଶନ କରିପାରନ୍ତି ଏବଂ ସଠିକ୍ ନିଷ୍ପତ୍ତି ନେଇପାରନ୍ତି।

ମହେନ୍ଦ୍ର ସିଂ ଧୋନି...ଆଜି ଏହି ମହାନ ବ୍ୟକ୍ତିତ୍ବଙ୍କ ଜନ୍ମଦିନ।

ଏ ନାଁ କାହା ପାଇଁ ଅଜଣା ନୁହେଁ।

ଭାରତୀୟ କ୍ରିକେଟକୁ ସ୍ବତନ୍ତ୍ର ପରିଚୟ ‌ଦେବାରେ ତାଙ୍କର ଅବଦାନ ଅତୁଳନୀୟ।

ଛୋଟବେଳେ ଫୁଲବଲ ଖେଳିବାକୁ ଭଲ ପା‌ଉଥିବା ଧୋନି ଯେ କେବେ କ୍ରିକେଟର ରାଜା ହେବେ ତାହା କେହି ବି ଭାବି ନଥିଲେ।

ଏବେ ସେ କ୍ରିକେଟର ଅନେକ ଫର୍ମାଟରୁ ଅବସର ନେଇଥିଲେ ବି ତାଙ୍କ କ୍ରେଜ୍ କମିନି।

ଏବେ ବି ତାଙ୍କୁ କ୍ରିକେଟ ପ୍ରେମୀ ପଡ଼ିଆରେ ଦେଖିବାକୁ ଚାହୁଁଛନ୍ତି।

Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।