Groom Calls Off Wedding Over Car Demand; Allegedly Rejects ₹9 Lakh Car for ₹13 Lakh Brezza
#ପସନ୍ଦର_ଗାଡ଼ି_ଦେଲେନି #ବେଦୀକୁ_ଆସିଲେନି_ବର
ପୋଲିସ ବାବୁଙ୍କ କାର୍ ଲୋଭ । ପସନ୍ଦର ଗାଡ଼ି ଦେଲେନି ବୋଲି ବେଦୀକୁ ଆସିଲେନି ବର । ଯୌତୁକ ଲୋଭୀ ଏ ପୋଲିସ ବାବୁ ହେଉଛନ୍ତି ହରିୟାଣା ସୋନିପତର କୁଲଦୀପ। ବାହାଘର ଫିକ୍ସ ହୋଇଥିଲା ସୋନିପତର ହୀନାଙ୍କ ସହ। ଗତ ୨୦ ତାରିଖରେ ଥିଲା ବାହାଘର। ଏଥିପାଇଁ କନ୍ୟା ଘର ପକ୍ଷରୁ ହୋଇଥିଲା ସବୁ ପ୍ରକାରର ବ୍ୟବସ୍ଥା। ବ୍ୟୟବହୁଳ ମଣ୍ଡପରେ ୧୨ଶହ ଅତିଥିଙ୍କ ପାଇଁ ରନ୍ଧା ଯାଇଥିଲା ଭୋଜିଭାତ। ହେଲେ ଖଣ୍ଡିଏ କାର ପାଇଁ ବାହାଘର ଭାଙ୍ଗିଦେଲେ ବର। ଡିମାଣ୍ଡ କରିଥିଲେ ୧୩ ଲକ୍ଷର ବ୍ରିଜା କାର୍। ହେଲେ କନ୍ୟା ଘର ପକ୍ଷରୁ ଦିଆଯାଇଥିଲା ୯ ଲକ୍ଷର ଅରା। ବାସ୍, ବିଗିଡିଗଲା ବରର ମୁଣ୍ଡ। ସଫା ସଫା କହିଦେଲେ, ମ୍ୟାରେଜ୍ ହୋଇପାରିବନି। ସେପଟେ ସଜେଇ ହୋଇ ବେଦୀକୁ ଆସିବା ପାଇଁ ଚାହିଁ ରହିଥିଲା କନ୍ୟା। ଅଧଘଣ୍ଟା ଯାଏଁ ବର ନଆସିବାକୁ ଭାଙ୍ଗିଦିଆଯାଇଥିଲା ବାହାଘରକୁ। ବିବାହ ପାଇଁ ୨୫ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ କନ୍ୟା ପକ୍ଷ। ଯାହା ପାଣିରେ ପଡିବା ପରେ ବର କୁଲଦୀପ ଓ ପରିବାର ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦିଆଯାଇଛି ଏତଲା।
#IndiaNews#HaryanaNews#SonipatNews#DowryDemand
#DowryHarassment#WeddingCancelled#BrideAndGroom#SocialIssues#WeddingCancelled_Sonipat#DowryDemand_Haryana#CarDemand_Wedding#OdishaTV#OTV
A wedding in Sonipat, Haryana, was reportedly called off after the groom, identified as Kuldeep, allegedly refused to marry because his demand for a particular car was not fulfilled. Kuldeep, reportedly a police personnel, was scheduled to marry Heena on the 20th. According to the allegations, he demanded a ₹13 lakh Maruti Suzuki Brezza, while the bride's family arranged a ₹9 lakh Aura.
The bride's family had made elaborate arrangements for the wedding at an expensive venue, including food for around 1,200 guests. However, the groom allegedly refused to turn up at the wedding mandap and declared that the marriage could not take place. After waiting for approximately half an hour, the wedding was called off.
The bride's family reportedly spent between ₹25 lakh and ₹30 lakh on the wedding arrangements. Following the cancellation, a police complaint was filed seeking action against Kuldeep and his family over the alleged dowry demand. The incident has once again brought the issue of dowry-related harassment into focus.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
