Gold Prices: ୨ ଦିନରେ ୪୬୦୦ଟଙ୍କା ବଢ଼ିଲା ସୁନା

Sep 04, 2026 - 17:40
Gold Prices: ୨ ଦିନରେ ୪୬୦୦ଟଙ୍କା ବଢ଼ିଲା ସୁନା

"ଭୁବନେଶ୍ବର: ଗତ ଦୁଇ ଦିନ ଧରି ସୁନା ଦର ବୃଦ୍ଧି ପାଉଛି।

ଗତ ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ସୁନା ଦର କମୁଥିଲା।

କିନ୍ତୁ ଗତକାଲିଠାରୁ ତାହା ପୁଣି ବଢ଼ିବା ଆରମ୍ଭ ହୋଇଛି।

ଏହି ୨ ଦିନରେ ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମକୁ ୪୨୫୦ ଟଙ୍କା ଓ ୨୪ କ୍ୟାରେଟ୍‌ ସୁନା ୨୬୪୦ ଟଙ୍କା ମହଙ୍ଗା ହୋଇଛି।

ଆଜି ୨୨ କ୍ୟାରେଟ୍‌ ସୁନା ଦର ୧୨୦୦ ଟଙ୍କା ବଢ଼ି ୧,୪୩,୬୦୦ ଟଙ୍କା ରହିଛି।

୨୪ କ୍ୟାରେଟ୍‌ ସୁନା ଦର ୧୩୧୦ ଟଙ୍କା ବଢ଼ି ୧,୫୬,୬୬୦ ଟଙ୍କା ହୋଇଛି।

ରୁପା କେଜି ୨,୫୫,୦୦୦ ଟଙ୍କାରେ ଅପରିବର୍ତ୍ତିତ ରହିଛି।Advertisment ଅନିଲ ଚକ୍ରବର୍ତ୍ତୀ ଆଡୋବ୍‌ର ନୂଆ ସିଇଓ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)