Foxes Attack: ଶିଆଳପଲଙ୍କ ଆକ୍ରମଣରେ ୨୦ରୁ ଅଧିକ ପିଲା ଲହୁଲୁହାଣ

Sep 05, 2026 - 14:32
Foxes Attack: ଶିଆଳପଲଙ୍କ ଆକ୍ରମଣରେ ୨୦ରୁ ଅଧିକ ପିଲା ଲହୁଲୁହାଣ

"ବାଲିଆପାଳ: ବାଲିଆପାଳ ବ୍ଲକ ଜଗତିପୁର ପଂଚାୟତର ପାଟଣା, ବଗଦା, ପାଇକ ବାଇସିଡା, ଅଣଦେଉଳା, କରଞ୍ଜ ଆଦି ଗ୍ରାମରେ ଶିଆଳ ଆତଙ୍କ।

ଶିଆଳଟି ରତାଇ, ମେଣ୍ଢାପଡା ଧୋବାତୁଠ ଆଡିଆରୁ ବାହାରୁଥିବା ଜଣାପଡ଼ୁଛି।

ଆଜି ସ୍କୁଲରୁ ଫେରିବା ସମୟରେ ପିଲାମାନେ ଶିଆଳପଲଙ୍କ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି।

ପାଖାପାଖି ୨୦ ଜଣ ପ୍ରତାପପୁର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଏହାଛଡ଼ା ବହୁ ଲୋକଙ୍କୁ ଲହୁଲୁହାଣ କରିପକାଉଛନ୍ତି ଶିଆଳପଲ।Advertisment ଫରେଷ୍ଟର ବିଜୟ କୁମାର ସାହୁ ଏ ବାବଦରେ ଅବଗତ ଫରେଷ୍ଟର ବିଜୟ କୁମାର ସାହୁଙ୍କୁ ଏ ବାବଦରେ ଅବଗତ କରାଯାଇଛି।

ପ୍ରତାପପୁର ଡାକ୍ତରଖାନାରେ ଡାକ୍ତର ହରିପଦ ଦାସ ସମସ୍ତ ରୋଗୀଙ୍କୁ ଭେକସିନେସନ କରିଥିବା କହିଛନ୍ତି।

ଅନେକ ସ୍କୁଲ ପିଲା ଗୁରୁ ଦିବସ ପାଳନ ସାରି ଘରକୁ ଫେରିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ତହସିଲଦାର ସସ୍ମିତା ମୁର୍ମୁଙ୍କୁ ମଧ୍ୟ ଅବଗତ କରାଯାଇଛି।

Dead Body: ରାଉରକେଲାରେ ଚାଞ୍ଚଲ୍ୟ: ଡ୍ରେନ୍ ଭିତରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)