Four Workers: ୩୩ କେଭି ବିଦ୍ୟୁତ ଖୁଣ୍ଟରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କଲେ ୪ କର୍ମଚାରୀ

Nov 25, 2026 - 14:24
Four Workers: ୩୩ କେଭି ବିଦ୍ୟୁତ ଖୁଣ୍ଟରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କଲେ ୪ କର୍ମଚାରୀ

ଭୁବନେଶ୍ବର: ଆଜି ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ୪ ବିଦ୍ୟୁତ କର୍ମଚାରୀ ୩୩ କେଭି ବିଦ୍ୟୁତ ଖୁଣ୍ଟରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ଅଗ୍ନିଶମ ବିଭାଗ ଏହି ୪ ଜଣଙ୍କୁ ଓହ୍ଲାଇବାକୁ ନାକେଦାମ ହୋଇଛି।

ଖବର ଲେଖା ହେବା ସୁଦ୍ଧା ଏମାନଙ୍କୁ ଅଗ୍ନିଶମ କର୍ମଚାରୀମାନେ ତଳକୁ ଓହ୍ଲାଇ ପାରିବାରେ ସଫଳ ହୋଇ ପାରିନି।

Advertisment ଦାବି ପୂରଣ ପାଇଁ ଏଭଳି ଉଦ୍ୟମ ମଞ୍ଚେଶ୍ୱର, ହାଇଟେକ୍ ଛକ, ସିଫା ନିକଟ, ୯ ତାଲା ନିକଟ ଟାୱାରଠାରେ ସମାନ ସ୍ଥିତି ଦେଖିବାକୁ ମିଳିଛି।

ଆନ୍ଦୋଳନରତ ବିଦ୍ୟୁତ କର୍ମଚାରୀମାନେ ଦାବି ପୂରଣ ପାଇଁ ଏଭଳି ଉଦ୍ୟମ କରିଛନ୍ତି।

SI Prabhasini Sahu: ଚାକିରି ନ ଛାଡ଼ିବା ଲାଗି ଏସ୍‌ଆଇ ପ୍ରଭାସିନୀ ସାହୁଙ୍କୁ ଚାପ ପକାଉଥିଲେ ସ୍ବାମୀ, ଶାଶୂ ଓ ଶ୍ବଶୁର: ବାପା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)