Fire: ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଫାଷ୍ଟଫୁଡ଼ ଦୋକାନ

Oct 31, 2026 - 13:50
Fire: ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଫାଷ୍ଟଫୁଡ଼ ଦୋକାନ

ଦେଓଗାଁ /ସଇଁତଳା: ବଲାଙ୍ଗିର ଜିଲ୍ଲା ସଇଁତଳାଠାରେ ଥିବା ଏକ ଫାଷ୍ଟଫୁଡ୍ ଦୋକାନରେ ଗ୍ୟାସ ସିଲିଣ୍ଡର ଫାଟିଯିବାରୁ ଦୋକାନଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ ଆଜି ସାଢ଼େ ୧୨ ଟା ସମୟରେ ସଇଁନ୍ତଲା ନ୍ୟୁ ଗାର୍ମେଣ୍ଟ ପାଖରେ ଥିବା ଫାଷ୍ଟଫୁଡ ଦୋକାନରେ ହଠାତ ନିଆଁ ଲାଗିଯିବାରୁ ଦୋକାନଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି | Advertisment ଆହୁରି ପଢନ୍ତୁ: Israel Parliament: ଇସ୍ରାଏଲର ନୂତନ ସଂସଦରେ 'ଇହୁଦୀ-ଇସଲାମିକ ସହଯୋଗ ମଡେଲ'!

ତେବେ ଦୋକାନ ଭିତରେ ଥିବା କର୍ମଚାରୀଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନିଆଯାଇଥିବା ସୂଚନା ମିଳିଛି।

ଏନେଇ ସଇଁତଳା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରୁଥିଲେ ବି ହୁତୁହୁତୁ ହୋଇ ଦୋକାନ ଜଳୁଛି ।

ତେବେ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରିଥିବା ଜଣାପଡିଛି |

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)