Fake Agents Exploit Devotees: ଶ୍ରୀମନ୍ଦିରରେ ଥମୁନି ନକଲି ଗୁମାସ୍ତାଙ୍କ ରାଜ୍, ପୁଣି ୫ ଗିରଫ

Nov 23, 2026 - 17:25
Fake Agents Exploit Devotees: ଶ୍ରୀମନ୍ଦିରରେ ଥମୁନି ନକଲି ଗୁମାସ୍ତାଙ୍କ ରାଜ୍, ପୁଣି ୫ ଗିରଫ

ଶ୍ରୀମନ୍ଦିରରେ ଥମୁନି ନକଲି ଗୁମାସ୍ତାଙ୍କ ଦୌରାତ୍ମ୍ୟ।

ପୁଣି ୫ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରିଛି ସିଂହଦ୍ୱାର ଥାନା ପୋଲିସ।

ଗତକାଲି ପ୍ରବାସୀ ଭାରତୀୟଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇଦେବା ନାଁରେ ଠକେଇ ଅଭିଯୋଗରେ ଜଣେ ନକଲି ଗୁମାସ୍ତା ଗିରଫ ହୋଇଥିବା ବେଳେ ଆଜି ପୁଣି ୫ ଜଣଙ୍କୁ ବାନ୍ଧିଛି ପୋଲିସ।

ଶ୍ରୀମନ୍ଦିର ଆସୁଥିବା ଶ୍ରଦ୍ଧାଳୁଙ୍କୁ ଟାର୍ଗେଟ୍ କରି ଦର୍ଶନ ନାଁରେ ଟଙ୍କା ଆଦାୟ କରୁଥିବା ନକଲି ଗୁମାସ୍ତାଙ୍କ ବିରୋଧରେ ଆଗକୁ ମଧ୍ୟ ଚଢ଼ାଉ ଜାରି ରହିବ।

ଏନେଇ ସୂଚନା ଦେଇଛନ୍ତି ପୁରୀ ଏସ୍ ପି ପ୍ରତୀକ ସିଂ।

ଏଥିସହ ଏଭଳି ଠକେଇର ଶିକାର ନହେବାକୁ ଶ୍ରଦ୍ଧାଳୁଙ୍କୁ ସେ ସଚେତନ କରାଇଛନ୍ତି।

Advertisment ପୁରୀରେ ପୁଣି ୫ ନକଲି ଗୁମାସ୍ତା ଗିରଫ ପୁରୀ: ପୁଣି ୫ ନକଲି ଗୁମାସ୍ତାଙ୍କୁ ଗିରଫ କଲା ସିଂହଦ୍ବାର ପୋଲିସ ୫ ନକଲି ଗୁମାସ୍ତା ଗିରଫ ନେଇ ସୂଚନା ଦେଲେ ଏସପି ପ୍ରତୀକ ସିଂ 'ଗିରଫଙ୍କ ମଧ୍ୟରେ କିଛି ମହିଳାଙ୍କୁ ଠକେଇ କରିଥିବା ବ୍ୟକ୍ତି ବି ରହିଛି' 'ଯିଏ ବି ଦର୍ଶନ କରାଇବାକୁ କହି ଟଙ୍କା ମାଗୁଛି ପୋଲିସକୁ ଜଣାନ୍ତୁ'

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)