Excise Raid: ଜେସିବି ମେସିନ୍‌ ଲଗାଇ ଭଙ୍ଗା ହେଲା ବେଆଇନ ମଦଭାଟି, ୮୦୦ ଲିଟର ମଦ ଓ ୧୫୫ ଲିଟର ପୋଚ ନଷ୍ଟ

Nov 15, 2026 - 08:56
Excise Raid: ଜେସିବି ମେସିନ୍‌ ଲଗାଇ ଭଙ୍ଗା ହେଲା ବେଆଇନ ମଦଭାଟି, ୮୦୦ ଲିଟର ମଦ ଓ ୧୫୫ ଲିଟର ପୋଚ ନଷ୍ଟ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ବେଆଇନ ଦେଶୀ ମଦ ପ୍ରସ୍ତୁତି ଓ କାରବାର ବିରୋଧରେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇଛି।

ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କାଶୀନଗର ବ୍ଲକ୍‌ର ଶିଙ୍ଗିପୁର ଗ୍ରାମରେ ଏହି ଚଢ଼ଉ କରାଯାଇ ବିପୁଳ ପରିମାଣର ମଦ ପ୍ରସ୍ତୁତି ପାଇଁ ରଖାଯାଇଥିବା ପୋଚ ନଷ୍ଟ କରାଯାଇଛି।

ଏଥିସହ ଜେସିବି ମେସିନ୍‌ ଲଗାଇ ବେଆଇନ ମଦଭାଟିକୁ ଭାଙ୍ଗି ଦିଆଯାଇଛି।

Advertisment ଟିମ୍‌ ପକ୍ଷରୁ ଚଢ଼ଉ ଜାରି ରହିଛି ଚଢ଼ଉ ସମୟରେ ପ୍ରାୟ ୧୫୦୦ ଲିଟର ପୋଚ ନଷ୍ଟ କରାଯାଇଥିବା ବେଳେ ୮୦୦ ଲିଟର ମଦ ଜବତ କରାଯାଇଥିବା ଜଣାପଡ଼ିଛି।

ବେଆଇନ ମଦ ପ୍ରସ୍ତୁତି ଓ ବିକ୍ରିକୁ ରୋକିବା ପାଇଁ ବିଭାଗୀୟ ଟିମ୍‌ ପକ୍ଷରୁ ଚଢ଼ଉ ଜାରି ରହିଛି।

Royal Bengal Tiger: ଛତିଶଗଡ଼ରୁ ଡେବ୍ରିଗଡ଼ ଆସିଛି ମହାବଳ ବାଘ, କ୍ୟାମେରା ଟ୍ରାପ୍‌ରୁ ମିଳିଲା ପ୍ରମାଣ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)