Gidipabali Landslide: ଭୂସ୍ଖଳନ ନେଇଗଲା ୧୩ ଜୀବନ, ଏବେ ଘର ଓ ଜମି ପାଇଁ ଆକୁଳ ନିବେଦନ
ଭୟଙ୍କର ଭୁସ୍ଖଳନରେ ମାଟିରେ ମିଶିଗଲା ଗଂଜାମ ଜିଲ୍ଲାର ଗିଡିପାବାଲି।
୧୩ ଲୋକଙ୍କ ଜୀବନ ଚାଲିଗଲା।
ଆଉ ବଡ଼ ବିପଦରୁ ବଞ୍ଚି ଯାଇଥିବା ୬ ପରିବାରର ୧୩ ଜଣ ସଦସ୍ୟ ଏବେ ନିଜ ଘର ଦ୍ୱାରା ସବୁ କିଛି ହରାଇ ବେସାହାରା ହୋଇ ପଡିଛନ୍ତି।
Advertisment ସେମାନଙ୍କୁ ଜି.ଉଦୟଗିରି ଏନଏସି କଲ୍ୟାଣ ମଣ୍ଡପରେ ଅସ୍ଥାୟୀ ଭାବେ ରଖାଯାଇଛି।
କିନ୍ତୁ ଏହି ଘଟଣାକୁ ୧୫ ଦିନ ବିତିଯାଇଛି ।
ଏବେ ସେହି ବେସାହାରା ପରିବାରକୁ ତୁରନ୍ତ ଘର ଓ ଜମି ଯୋଗାଇ ଦେବାକୁ ପୀଡିତ ପରିବାର ଦାବି କରିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
