Evacuation Operations Intensified: ଧୀରେ ଧୀରେ ବଢ଼ୁଛି ବାତ୍ୟାର ପ୍ରଭାବ, ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର
ବାତ୍ୟା ପ୍ରଭାବରେ କେନ୍ଦ୍ରାପଡ଼ା ରାଜନଗରରେ ଆରମ୍ଭ ହୋଇଛି ଝିପିଝିପି ବର୍ଷା।
ଧୀରେ ଧୀରେ ବଢ଼ୁଛି ବାତ୍ୟାର ପ୍ରଭାବ।
ଏପଟେ ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ତତ୍ପର ହୋଇଛି ପ୍ରଶାସନ।
ତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି।
Advertisment ସାତଭାୟା ପଞ୍ଚାୟତର ମଗରକନ୍ଦା ଗାଁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ବାଉଁଶଗଡ଼ ନଦୀ ପାର ହୋଇ ଗାଁରେ ପହଞ୍ଚିଛି ପ୍ରଶାସନିକ ଟିମ୍।
ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଚାଲିଛି ଉଦ୍ଧାର ଓ ସ୍ଥାନାନ୍ତର ପ୍ରକ୍ରିୟା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
