Emraan Hashmi: ଏବେ ଫିଲ୍ମ କରୁନଥିଲେ ବି ହୋସ୍ ଉଡ଼ାଇଦେବ ସମ୍ପତ୍ତି

Aug 13, 2026 - 13:12
Emraan Hashmi: ଏବେ ଫିଲ୍ମ କରୁନଥିଲେ ବି ହୋସ୍ ଉଡ଼ାଇଦେବ ସମ୍ପତ୍ତି

"ଦିନ ଥିଲା ବଲିଉଡ୍‌ରେ କେବଳ ଇମ୍ରାନ୍ ହାସମୀ ହିଁ ରାଜ କରୁଥିଲେ।

ରୋମାନ୍ସ ହେଉ କି ଇମୋସନ୍ ନିଜ ଅଭିନୟରେ ସେ ପ୍ରତ୍ୟେକଟି ଦୃଶ୍ୟକୁ ଜୀବନ୍ତ କରି ଦେଉଥିଲେ।

ଏବେ ଇମ୍ରାନ୍ ହାସମୀଙ୍କୁ ପୂର୍ବ ଅପେକ୍ଷା କମ୍ ଫିଲ୍ମରେ ଦେଖିବାକୁ ମିଳୁଛି।

ତେବେ ପୂର୍ବପରି ଫିଲ୍ମ କରୁନଥିଲେ ମଧ୍ୟ ତାଙ୍କ ଲାଇଫ ଷ୍ଟାଇଲରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ।

ବର୍ତ୍ତମାନ ସେ ପାଖାପାଖି ୧୦୦ କୋଟି ଟଙ୍କାର ମାଲିକ।

ତେବେ କେଉଁ ମାଧ୍ୟମରେ ସେ କୋଟି କୋଟି ଟଙ୍କାର ସମ୍ପତ୍ତି ଆୟ କରନ୍ତି ?

ଆସନ୍ତୁ ଜାଣିବା  ..Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media