Baby elephant: ୬ ଘଣ୍ଟାର କସରତ ପରେ ଖାଲ ଭିତରୁ ବାହାରିଲା ହାତୀଛୁଆ
"ସୁନ୍ଦରଗଡ: ଶେଷରେ ୬ ଘଣ୍ଟାର କସରତ ପରେ ଖାଲ ଭିତରୁ ବାହାରିଛି ହାତୀ ଛୁଆ | ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ହମିରପୁର ପଂଚାୟତର ଗୋପପୁର ଗାଁ ନିକଟସ୍ଥ ଜଙ୍ଗଲର ଏକ ଖାଲରେ ଆଜି ଭୋରରୁ ଗଳିପଡିଥିଲା ଏକ ହାତୀ ଶାବକ ।
Advertisment ଆହୁରି ପଢନ୍ତୁ : Tea Seller Arrest: ଭାରତରେ ଅଶାନ୍ତି ସୃଷ୍ଟି କରିବାକୁ ବିଦେଶୀ ଲିଙ୍କ୍ରେ ଥିବା କର୍ଣ୍ଣାଟକ ଚା ଦୋକାନୀ ଗିରଫ ଆଉ ମା ହାତୀ ତାହାକୁ ଜଗି ରହିଥିଲା ।
ବନବିଭାଗଘଟଣାସ୍ଥଳରେ ପହଞ୍ଚିଥିଲେ ସୁଦ୍ଧା ହାତୀକୁ ଉଦ୍ଧାର କରିବା ବହୁତ ମୁସ୍କିଲ ହୋଇପଡିଥିଲା ।
ହେଲେ ଦୀର୍ଘ ୬ ଘଣ୍ଟାର କସରତ ପରେ ବନବିଭାଗ ହାତୀକୁ ଖାଲ ଭିତରୁ ଉଦ୍ଧାର କରିଛି ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
