Elephant: ଯୋଡ଼ା ସହରରେ ପଶିଲା ଦନ୍ତା ହାତୀ: ଭାଙ୍ଗିଲା ଗେଟ୍ ଓ ପାଚେରୀ

Oct 27, 2026 - 10:12
Elephant: ଯୋଡ଼ା ସହରରେ ପଶିଲା ଦନ୍ତା ହାତୀ: ଭାଙ୍ଗିଲା ଗେଟ୍ ଓ ପାଚେରୀ

ଯୋଡ଼ା: ଯୋଡ଼ା ସହର ଭିତରକୁ ପଶିଲା ଗୋଠଛଡ଼ା ଦନ୍ତା ହାତୀ ।

ଗତ ରାତି ଏକ ଦନ୍ତା ହାତୀ ସହରକୁ ପଶି ଆସିବା ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।

Advertisment ହାତୀର ଗତିବିଧି ଉପରେ ନଜର ରଖିଛନ୍ତି ଦନ୍ତା ହାତୀଟି ପ୍ରଥମେ ବାଚୁ ହଟିଂ ନିକଟ ଦେଇ ସହର ମଧ୍ୟକୁ ପ୍ରବେଶ କରିଥିଲା।

ପରେ ଅଞ୍ଚଳରେ ଉପଦ୍ରବ ଚଳାଇ ଏକ ଘରର ଗେଟ୍ ଏବଂ ପାଚେରୀ ଭାଙ୍ଗି ଦେଇଛି।

ହାତୀଟି ଆଜାଦ୍ ବସ୍ତି ନିକଟରେ ଦେଖିବାକୁ ମିଳିଥିଲା।

ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଛନ୍ତି।

Cyclone Arnab: ବାତ୍ୟା ଅର୍ଣ୍ଣବ: ଗତକାଲିଠାରୁ ତୀବ୍ରତା, ଗତିପଥ ଓ ପବନର ପ୍ରଭାବରେ ବଡ଼ ପରିବର୍ତ୍ତନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)