Earthquake: ଜମ୍ମୁ କଶ୍ମୀରରେ ୩.୬ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ

Oct 30, 2026 - 08:42
Earthquake: ଜମ୍ମୁ କଶ୍ମୀରରେ ୩.୬ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ

ଶ୍ରୀନଗର: ଜମ୍ମୁ-କାଶ୍ମୀର ର କୁଲଗାମ୍‌ ଜିଲ୍ଲାରେ ଶୁକ୍ରବାର ରାତିରେ ୩.୬ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି।

ରାତି ୧ଟା ୪୬ ମିନିଟ୍‌ରେ ହଠାତ୍‌ ଭୂମିକମ୍ପ ହେବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।

ତେବେ ଭୂମିକମ୍ପର ତୀବ୍ରତା କମ୍‌ ଥିବାରୁ ଏପର୍ଯ୍ୟନ୍ତ କୌଣସି ଜୀବନହାନି କିମ୍ବା ସମ୍ପତ୍ତି କ୍ଷୟକ୍ଷତିର ଖବର ମିଳିନାହିଁ।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ କୁଲଗାମ୍‌ ଅଞ୍ଚଳରେ ଭୂପୃଷ୍ଠଠାରୁ ପ୍ରାୟ ୧୦ କିଲୋମିଟର ଗଭୀରରେ ରହିଥିଲା।

Advertisment Flood threat: ଭୁଟାନରେ ହିମବାହ ହ୍ରଦ ଭୁଶୁଡ଼ିଲା; ଭାରତରେ ବନ୍ୟା ଆଶଙ୍କା ବଢ଼ିଲା; ୧୫,୦୦୦ ଲୋକ ସ୍ଥାନାନ୍ତରିତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)