Dutee Chand: ଟିକେଟ ନମିଳିଲେ ସ୍ବାଧୀନ ଭାବେ ୨୦୨୯ରେ ନିର୍ବାଚନ ଲଢ଼ିବେ ଦୂତୀ
"ପ୍ରାୟ ୪ବର୍ଷ ପରେ ପଡ଼ିଆକୁ ଫେରିବାକୁ ଯାଉଛନ୍ତି ଦୌଡ଼ରାଣୀ ଦୂତୀ ଚାନ୍ଦ।
ଓଡ଼ିଶାର ନାଁକୁ ଭାରତ ସହ ଭାରତ ବାହାରେ ଗୋରବାନ୍ବିତ କରିଥିବା ଦୂତୀ ପ୍ରାୟ ୪ବର୍ଷ ହେଲାଣି ପଡ଼ିଆରୁ ଦୂରରେ ଅଛନ୍ତି।
ଡୋପ ଟେଷ୍ଟରେ ବିଫଳ ହେବା ପରେ ୨୦୨୩ରେ ତାଙ୍କ ଉପରେ ବ୍ୟାନ୍ ଲଗାଯାଇଥିଲା।
ସେବେଠଶରୁ ସେ କୌଣସି ପ୍ରତିଯୋଗିତାରେ ଭାଗ ନେଇନାହାନ୍ତି।
ହେଲେ ନିଜର ତପସ୍ୟା ଜାରି ରଖିଛନ୍ତି।
ନଭେମ୍ବର ୨୮ରେ ବ୍ୟାନ୍ ହଟିବା ପରେ ଆଗାମୀ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସେ ୪ବର୍ଷ ହେଲାଣି ଗୋଟିଏ ବି ଦିନ ଅଭ୍ୟାସ୍ ଛାଡ଼ି ନଥିବା କହିଛନ୍ତି।
୨୦୨୮ରେ ସେ ଶେଷ ଥର ପାଇଁ ଖେଳିବେ ବୋଲି କହିବା ସହ ୨୦୧୯ରେ ରାଜନୀତିରେ ପାଦ ଦେବା ନେଇ ବଡ଼ ଖୁଲସା କରିଛନ୍ତି।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।