Durga Puja: ପୁରୀରେ ମା’ ଦୁର୍ଗାଙ୍କର ଭବ୍ୟ ଅବତାର

Oct 19, 2026 - 16:20
Durga Puja: ପୁରୀରେ ମା’ ଦୁର୍ଗାଙ୍କର ଭବ୍ୟ ଅବତାର
Gallery

Durga Puja: ପୁରୀରେ ମା’ ଦୁର୍ଗାଙ୍କର ଭବ୍ୟ ଅବତାର

ପୁରୀରେ ମା’ ଦୁର୍ଗାଙ୍କ ଭବ୍ୟ ଓ ଦିବ୍ୟ ରୂପ ଭକ୍ତଙ୍କ ମନ ମୋହୁଛି। ଆକର୍ଷଣୀୟ ସାଜସଜ୍ଜା, ରଙ୍ଗବେରଙ୍ଗର ଆଲୋକମାଳା ଓ ମା’ଙ୍କ ଦିବ୍ୟ ଆଭୂଷଣରେ ଝଲସୁଛି ପୂଜାମଣ୍ଡପ। ମା’ଙ୍କ ଦର୍ଶନ ପାଇଁ ମଣ୍ଡପରେ ଭକ୍ତଙ୍କ ଭିଡ଼ ଜମୁଥିବା ବେଳେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)