Murder: ବୃଦ୍ଧଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା ସନ୍ଦେହ
"ରାଇରଙ୍ଗପୁର: ବୃଦ୍ଧଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ସନ୍ଦେହ।
ଅଭିଯୋଗ ଅନୁଯାୟୀ, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ତଥା ହାଟବାଦଡା ଫାଣ୍ଡି ଅନ୍ତର୍ଗତ ହାଟବାଦଡା କଲୋନୀ ସାହିର ମିଶ୍ର ପୂର୍ତ୍ତୀ (୬୦) ରାତିରେ ଖାଇପିଇ ଶୋଇଥିଲେ ।
ତେବେ ଆଜି ସକାଳୁ ସେ ଘର ଭିତରୁ ନ ବାହାରିବାରୁ ସନ୍ଦେହ କରି ଘର ଭିତରକୁ ପଶିଥିଲେ।Advertisment ଘଟଣାର ତଦନ୍ତ ଜାରି ରକ୍ତାକ୍ତ ଅବସ୍ଥାରେ ଖଟ ଉପରେ ଥିବା ତାଙ୍କୁ ଦେଖିବାକୁ ପାଇଥିଲେ ପରିବାର ଲୋକେ ।
ଏନେଇ ପରିବାର ଲୋକେ ହାଟବାଦଡା ଫାଣ୍ଡିରେ ଖବର ଦେବା ପରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି।
ତେବେ ଏହା ହତ୍ୟା ନା କଣ ସେ ନେଇ ପରବର୍ତ୍ତୀ ସମୟରେ ଜଣା ପଡିବ ବୋଲି ପୁଲିସ କହିଛି।
ତେବେ ପରିବାର ଲୋକେ ହତ୍ୟା ହୋଇଥିବା ଅଭିଯୋଗ କରିଛନ୍ତି ।
Passes Away: ପରଲୋକରେ କନକ ନ୍ୟୁଜ୍ର ବରିଷ୍ଠ ସାମ୍ବାଦିକ ବିଭୂତି ପତି "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
