Doctor Beaten Police: ପୁଲିସ ଆଗରେ ଡାକ୍ତରଙ୍କୁ ମାଡ଼
ରୋଗୀଙ୍କ ଅଭଦ୍ରାମୀ।
ଚିକିତ୍ସା ପାଇଁ ଆସିଥିବା ବେଳେ ମହିଳା ଡାକ୍ତରଙ୍କୁ ମାରିଲେ ଚାପୁଡ଼ା।
ମହାରାଷ୍ଟ୍ରର ୱାର୍ଦ୍ଧା ଜିଲ୍ଲାରେ ଜଣେ ମହିଳା ଡାକ୍ତରଙ୍କ ଉପରେ ଆକ୍ରମଣ କରିବା ଘଟଣା ବଡ଼ ବିବାଦ ସୃଷ୍ଟି କରିଛି।
ଡାକ୍ତରୀ ପରୀକ୍ଷା ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିବା ଜଣେ ବ୍ୟକ୍ତି ପୁଲିସ ଅଧିକାରୀଙ୍କ ସାମ୍ନାରେ ଡ଼ାକ୍ତରଙ୍କୁ ଚାପୁଡ଼ା ମାରିଥିଲେ।
ଏହି ଘଟଣା ପରେ ସରକାରୀ ଡାକ୍ତରମାନେ ପ୍ରତିବାଦ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇଥିଲେ।
କିନ୍ତୁ କାହିଁକି ସେହି ବ୍ୟକ୍ତି ଡାକ୍ତରଙ୍କୁ ମାରିଥିଲେ ଚାପୁଡ଼ା?
ଡ଼ାକ୍ତର ଚିକିତ୍ସାରେ କୌଣସି ଭୁଲ କରିଥିଲେ ନା ଅନ୍ୟ କୌଣସି ସମସ୍ୟା ରହିଥିଲା।
ଆସନ୍ତୁ ଜାଣିବା Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
