Digapahandi Weather Update: ଲଘୁଚାପ ପ୍ରଭାବରେ ବଦଳୁଛି ପାଗ, ଘନ କୁହୁଡ଼ି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ

Nov 21, 2026 - 09:32
Digapahandi Weather Update: ଲଘୁଚାପ ପ୍ରଭାବରେ ବଦଳୁଛି ପାଗ, ଘନ କୁହୁଡ଼ି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ

ହଠାତ ବଦଲିଲା ପାଗର ମିଜାଜ।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ବାରମ୍ବାର ବଦଳୁଛି ପାଣି ପାଗ।

କେଇ ଘଣ୍ଟାର ବ୍ୟବଧାନରେ ବଦଳୁଛି ପାଗ।

କେତେବେଳେ ଲଘୁଚାପ ପ୍ରଭାବରେ ଝିପିଝିପି ବର୍ଷା ତ ଆଉ କେତେବେଳେ ଖରା ଆଉ କେତେ ବେଳେ କୁହଡିର ଆସ୍ତରଣ।

Advertisment ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହୋଇଛି।

ଆଜି ସକାଳୁ ସକାଳୁ ପ୍ରବଳ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି।

ଗତକାଲି ସକାଳ ସମୟରେ ଝିପ୍ ଝିପ୍ ବର୍ଷା ସାଙ୍ଗକୁ ବର୍ଷା ମେଘ ପବନ ସାଙ୍ଗକୁ ବିଜୁଳି ଦେଖିବାକୁ ମିଳିଥିଲା।

ଅପରାହ୍ନରେ ଖରା ସାଙ୍ଗକୁ ଆଜି ସକାଳୁ ଘନକୁହୁଡ ରହିଛି।

କୁହୁଡ଼ି ପ୍ରଭାବରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)