Death: ସଡ଼କ ଦୁର୍ଘଟଣା: ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ, ବାଇକ୍ ଚାଳକ ଗୁରୁତର
"ପାରଳାଖେମୁଣ୍ଡି: ଫରେଷ୍ଟ ଗେଟ୍ ରାସ୍ତା ଶନି ମନ୍ଦିର ସମ୍ମୁଖରେ ଏକ ଭୟାବହ ସଡ଼କ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି।
ରାସ୍ତା ପାର କରୁଥିବା ସମୟରେ ବାଇକ୍ ଧକ୍କା ଦେବାରୁ ଏହି ଘଟଣା ଘଟିଛି।Advertisment ପୁଲିସର ତଦନ୍ତ ଆରମ୍ଭ ମୃତକ ଜଣେ ସେହି ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ବୋଲି ସୂଚନା ମିଳିଛି।
ସୂଚନା ଅନୁଯାୟୀ, ବୃଦ୍ଧ ଜଣକ ରାସ୍ତା ପାର କରୁଥିବା ବେଳେ ଦ୍ରୁତଗତିର ଆସୁଥିବା ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା।
ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।
ଦୁର୍ଘଟଣାରେ ବାଇକ୍ ଚାଳକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି।
ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Murder: ଖଣ୍ଡା ଆକ୍ରମଣରେ ଯୁବକଙ୍କ ମୃତ୍ୟୁ: ଅଭିଯୁକ୍ତ ଗିରଫ "