Dead Body Recovered: ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

Jun 05, 2026 - 14:26
Dead Body Recovered: ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

"ବିନିକା: ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଘୋଡାଧାର ଗ୍ରାମର କାର୍ତ୍ତିକ ଗୁରୁଙ୍କ ମୃତଦେହକୁ ଅଗ୍ନିଶମ ବାହିନୀ ଘୋଡାଧାର ଗ୍ରାମ ନୂଆବନ୍ଧ ପାଣି ଭିତରୁ ଉଦ୍ଧାର କରି ପୁଲିସ ଅଧିକ ତଦନ୍ତକରୁଛି ।Advertisment ପୋଖରୀରେ ଭାସୁଥିଲା ମୃତଦେହ ସୁଚନା ଅନୁସାରେ ଗତକାଲି ଠାରୁ କାର୍ତ୍ତିକ ଗାଧୋଇବାକୁ ଯାଇ ଘରକୁ ଫେରି ନଥିଲେ।

ଆଜି କିଛି ଲୋକ ପୋଖରୀରେ ଏକ ମୃତଦେହ ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ।

ପୁଲିସ ଖବର ପାଇ ଅଗ୍ନିଶମ ବାହିନୀଙ୍କ ସହଯୋଗରେ କାର୍ତ୍ତିକଙ୍କ ମୃତଦେହକୁ ପାଣି ଭିତରୁ ଆଜି ଦିନ ୧୦ଟା ସମୟରେ ଉଦ୍ଧାର କରିଛି।

ଆହୁରି ପଢ଼ନ୍ତୁ:: Ambulance Delay: ଆମ୍ବୁଲାନ୍ସ ନ ମିଳିବାରୁ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ମୃତ୍ୟୁ ଆହୁରି ଦେଖନ୍ତୁ...

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।