Dead: ଯାତ୍ରା କଳାକାରଙ୍କ ସନ୍ଦେହଜନକ ମୃତ୍ୟୁ

Oct 31, 2026 - 21:56
Dead: ଯାତ୍ରା କଳାକାରଙ୍କ ସନ୍ଦେହଜନକ ମୃତ୍ୟୁ

ସୋର: ଯାତ୍ରା ସିଂହବାହିନୀ ର ଜଣେ କଳାକାର ଜୀବନ ହାରିଥିବାର ଅଭିଯୋଗ ହୋଇଛି।

ତେବେ ତାଙ୍କର ଏଭଳି ପଦକ୍ଷେପ ନେବାର କାରଣ ଜଣାପଡ଼ି ନାହିଁ।

ତାଙ୍କ ମୃତଦେହ ବା‌ଲେଶ୍ବର ଜିଲ୍ଳା ସିମୁଳିଆ ମେଡ଼ିକାଲରେ ଅଛି।

Advertisment ମୃତ କଳାକାରଙ୍କର ନାମ ପ୍ରଶାନ୍ତ ମାଝୀ ଏବଂ ତାଙ୍କ ଘର ବାଲେଶ୍ବର ଜିଲ୍ଲା ବାଳିଆପାଳ ବୋଲି ସୂଚନା ମିଳିଛି।

ଯାତ୍ରା ମାଲିକ ସଂଜୀବ ପାଢ଼ୀ, ଅଭିନେତା ପୀୟୂଷ ତ୍ରିପାଠୀ, ଅଭିନେତ୍ରୀ ଏବଂ ଅନ୍ୟାନ୍ୟ କଳାକାରମାନେ ମେଡ଼ିକାଲରେ ପହଞ୍ଚୁ ଥିବା ଜଣାପଡିଛି।

ସୂଚନାଯୋଗ୍ୟ, ଦୁଇ ଦିନ ଭଦ୍ରକ ଜିଲ୍ଳା ବାସୁଦେବପୁର ବେତଡ଼ାରେ ମା ଲଷ୍ମୀପୂଜା ଅବସରରେ ଯାତ୍ରା ସିଂହବାହିନୀ ଯାତ୍ରା ପରିବେଷଣ କରୁଥିଲା।

ଆଜି ଥିଲା ଶେଷ ରଜନୀ।

କିନ୍ତୁ ତାହା ପୂର୍ବରୁ ଘଟିଯାଇଛି ଏକ ଅଘଟଣ।

ଅପେରା ପାର୍ଟି ବସ୍ ଦୁର୍ଘଟଣା ଗ୍ରସ୍ତ: ଅଳ୍ପକେ ବର୍ତ୍ତିଲେ ୫୦ରୁ ଊର୍ଦ୍ଧ୍ବ ଯାତ୍ରା କଳାକାର, ୩ ଆହତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)