Dead: ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୟସ୍କ ବ୍ୟକ୍ତିଙ୍କ ମୃତଦେହ ଠାବ

Sep 03, 2026 - 16:11
Dead: ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୟସ୍କ ବ୍ୟକ୍ତିଙ୍କ ମୃତଦେହ ଠାବ

"ଗୁଣପୁର: ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ୍ ଗଠଳପଦର ପଞ୍ଚାୟତ କାକିତାରା ଗାଁ ନିକଟ ଏକ ଜଙ୍ଗଲ ନାଳରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ ହୋଇଛି।

ମୃତ ବ୍ୟକ୍ତି ଜଣଙ୍କ ହେଲେ କାକିତାରା ଗାଁ ର ମାଟିଆ ପାତିକା (୫୭)।

କେମିତି ମୃତ୍ୟୁ ଘଟିଛି ପୁଲିସ ପହଂଚି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି।

Advertisment ତେବେ ଏହି ଘଟଣାକୁ ନେଇ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆଣିଛନ୍ତି।

ଜଙ୍ଗଲରୁ ରକ୍ତାକ୍ତ ମୃତଦେହ ଠାବ ହୋଇ ଥିବାବେଳେ ପାଖରେ ଏକ ବାଇକ ଥିବା ଦେଖିବାକୁ ମିଳିଛି।

ବୁଧବାର ସନ୍ଧ୍ୟାରୁ ସେ ଥିଲେ ନିଖୋଜ।

ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ପୁଲିସର ତଦନ୍ତ ଜାରି ରହିଛିl କେଉଁ ଭଳି ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ତାହା  ଜଣାପଡ଼ି ନାହିଁl Nepal Deaths: ମିଳୁନି ପ୍ରିୟଜନଙ୍କ ମୃତଦେହ: କୁଶପୁତ୍ତଳିକା ଜାଳି କରାଯାଉଛି ଅନ୍ତିମ ସଂସ୍କାର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)