Dance Party Turns Violent; ଡ୍ୟାନ୍ସ ପାର୍ଟିରେ ରକ୍ତାକ୍ତ ରାତି; ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ପରେ ସଂଘର୍ଷ
ଡ୍ୟାନ୍ସ ପାର୍ଟିରେ ରକ୍ତାକ୍ତ ରାତି, ପୋଲିସକୁ ବି ଧମକ! । ନୟାପଲ୍ଲୀର ଏକ ହୋଟେଲରେ ଆୟୋଜିତ ଡ୍ୟାନ୍ସ ପାର୍ଟି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଥିବା ବଚସା। ପରେ ଘଟିଥିଲା ଭୟଙ୍କର ସଂଘର୍ଷ।
ଏହି ଗଣ୍ଡଗୋଳରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ୬ରୁ ଅଧିକ ଯୁବକଙ୍କୁ ନୟାପଲ୍ଲୀ ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି। ଅଟକ ଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରେ ପୁନିଆ ମହାନ୍ତି ନାମକ ବ୍ୟକ୍ତି ଅଛନ୍ତି ଯାହାଙ୍କ ନାମରେ ୧୧ରୁ ଅଧିକ କେସ ରହିଛି।
- ଡ୍ୟାନ୍ସ ପାର୍ଟିରେ ଗଣ୍ଡଗୋଳ
- ନୟାପଲ୍ଲୀର ଏକ ହୋଟେଲରେ ଡ୍ୟାନ୍ସ ପାର୍ଟିରେ ଗଣ୍ଡଗୋଳ
- ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ପରେ ଭୟଙ୍କର ସଂଘର୍ଷ
- ଗଣ୍ଡଗୋଳରେ ୪ ଜଣ ଗୁରୁତର ଆହତ
- ୬ରୁ ଅଧିକ ଯୁବକଙ୍କୁ ଅଟକ ରଖି ପଚରାଉଚରା