Cyclone Murasu: ଭୀଷଣ ବାତ୍ୟାରେ ପରିଣତ ହେଲା ମୁରାସୁ, ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି

Nov 02, 2026 - 08:27
Cyclone Murasu: ଭୀଷଣ ବାତ୍ୟାରେ ପରିଣତ ହେଲା ମୁରାସୁ, ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି

ଭୁବନେଶ୍ବର: ଭୀଷଣ ବାତ୍ୟା ରେ ପରିଣତ ହେଲା 'ମୁରାସୁ'।

୨୦କିମି ବେଗରେ ଆଗକୁ ବଢୁଛି ଭୀଷଣ ବାତ୍ୟା।

ଚେନ୍ନାଇ ଠାରୁ ୨୬୦କିମି ଏବଂ ବିଶାଖାପାଟନମ ଠାରୁ ୪୭୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା।

Advertisment ଗୋପାଳପୁର ରାଡାର ଜରିଆରେ ଜଣାଯାଇଛି ବର୍ତ୍ତମାନ ବାତ୍ୟାର କେନ୍ଦ୍ର ନିକଟରେ ପବନ ର ବେଗ ୯୦ ରୁ ୧୦୦କିମି ସର୍ବାଧିକ ୧୦୦କିମି ପ୍ରବାହିତ ହେଉଛି।

ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ତୀବ୍ର ବୃଷ୍ଟିପାତ ଜାରି ରହିଛି।

ଏହି ସୂଚନା ଗୋପାଳପୁର ରାଡାର ଜରିଆରେ ଜଣାଯାଇଛି।

Flight crash: ଫ୍ଲୋରିଡାରେ କ୍ଷେପଣାସ୍ତ୍ର ପରି ରାସ୍ତାରେ ଖସିପଡ଼ିଲା ବିମାନ; ଜଳିବାର ଭୟଙ୍କର ଦୃଶ୍ୟ ଭିଡିଓରେ କଏଦ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)