Cyclone Fear: ବାତ୍ୟା ଭୟ: ଆର୍ଯ୍ୟପଲ୍ଲୀ ଜେଟିରେ ଅଟକିଲା ସମୁଦ୍ରରୁ ଉଦ୍ଧାର ଦୁଇ ଆନ୍ଧ୍ର ଟ୍ରଲର

Oct 25, 2026 - 16:55
Cyclone Fear: ବାତ୍ୟା ଭୟ: ଆର୍ଯ୍ୟପଲ୍ଲୀ ଜେଟିରେ ଅଟକିଲା ସମୁଦ୍ରରୁ ଉଦ୍ଧାର ଦୁଇ ଆନ୍ଧ୍ର ଟ୍ରଲର

ଛତ୍ରପୁର: ସମ୍ଭାବ୍ୟ ବାତ୍ୟାକୁ ନେଇ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଭୀର ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ଦୁଇଟି ମାଛଧରା ଟ୍ରଲର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଜେଟିରେ ସୁରକ୍ଷିତ ଭାବେ ପହଞ୍ଚି ଲଙ୍ଗର ପକାଇଛନ୍ତି।

Advertisment Cyclone Arnab Alert: ବାତ୍ୟା 'ଅର୍ଣ୍ଣବ' ପାଇଁ ଚିଲିକାରେ ୪ ଦିନ ଡଙ୍ଗା ଚଳାଚଳ ବନ୍ଦ, ଭସାପୋଲ ଉପରେ ବି କଟକଣା ସମୁଦ୍ର ଅଶାନ୍ତ ହେବା ସହ ମାଛଧରା ପାଇଁ ସମୁଦ୍ର ମଧ୍ୟକୁ ଯାଇଥିବା ଦୁଇ ଆନ୍ଧ୍ର ଟ୍ରଲର ଫେରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଏନେଇ ସୂଚନା ପାଇବା ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ଟ୍ରଲର ଦୁଇଟିକୁ ଆର୍ଯ୍ୟପଲ୍ଲୀ ଜେଟିକୁ ଅଣାଯାଇଥିଲା।

ଏବେ ଦୁଇଟି ଟ୍ରଲର ଜେଟିରେ ସୁରକ୍ଷିତ ଭାବେ ରହିଛି।

Cyclone: ଆନ୍ଧ୍ରମୁହାଁ ବାତ୍ୟା: ବାୟୁମଣ୍ଡଳୀୟ ପରିସ୍ଥିତି ପାଇଁ ଗତିପଥ ବଦଳୁଛି ସୂଚନାଯୋଗ୍ୟ, ପୂର୍ବରୁ ଗଞ୍ଜାମ ଉପକୂଳରେ ଖରାପ ପାଗ ଓ ସମୁଦ୍ର ଅଶାନ୍ତ ହେବା ସମୟରେ ଆନ୍ଧ୍ରପ୍ରଦେଶରୁ ୬୪ଟି ମାଛଧରା ଟ୍ରଲର ଆସି ଆଶ୍ରୟ ନେଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)