Cyclone Arnab Alert: ବାତ୍ୟା ‘ଅର୍ଣ୍ଣବ’ ପାଇଁ ଚିଲିକାରେ ୪ ଦିନ ଡଙ୍ଗା ଚଳାଚଳ ବନ୍ଦ, ଭସାପୋଲ ଉପରେ ବି କଟକଣା

Oct 25, 2026 - 11:27
Cyclone Arnab Alert: ବାତ୍ୟା ‘ଅର୍ଣ୍ଣବ’ ପାଇଁ ଚିଲିକାରେ ୪ ଦିନ ଡଙ୍ଗା ଚଳାଚଳ ବନ୍ଦ, ଭସାପୋଲ ଉପରେ ବି କଟକଣା

ପୁରୀ : ବାତ୍ୟା ପାଇଁ ଚିଲିକାରେ ୪ ଦିନ ଚାଲିବନି ଡଙ୍ଗା।

ଭାସିବନି ଭସାପୋଲ।

ଯାତ୍ରୀବାହୀ, ମାଲବାହୀ ଡଙ୍ଗା ବି ବନ୍ଦ।

ବାତ୍ୟା ଅର୍ଣ୍ଣବ ପାଇଁ ପୁରୀ ଜିଲ୍ଲା ପ୍ରଶାସନର ଆଗୁଆ ପଦକ୍ଷେପ ।

୨୬ ତାରିଖ ରୁ ୨୯ ତାରିଖ ଅର୍ଥାତ ୪ ଦିନ ପର୍ଯ୍ୟନ୍ତ ଚିଲିକାରେ ବନ୍ଦ ରହିବ ସମସ୍ତ ପ୍ରକାର ପରିବହନ ବ୍ୟବସ୍ଥା।

ପର୍ଯ୍ୟଟକଙ୍କୁ ନେବା ଆଣିବା କରୁଥିବା ଡ଼ଙ୍ଗା ବି ବନ୍ଦ ରହିବ।

ସ୍ଥାନୀୟ ପ୍ର ଶାସନ ଓ ପୁଲିସ ସମସ୍ତ ଘାଟରେ ସତର୍କ ପହରା ଦେବେ।

ସ୍ଥାନୀୟ ବିଡ଼ିଓ ଏ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବେ।

Advertisment କଟକଣା ଜାରି ରହିବ ନିୟମ ନ ମାନିଲେ ଏହାକୁ ଗୁରୁତର ଅପରାଧ ଭାବରେ ଗଣା ଯିବ ଓ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯିବ।

ପାଗକୁ ଦେଖି ଆବଶ୍ୟକ ପଡ଼ିଲେ ଆହୁରି ଅଧିକ ଦିନ ଏ କଟକଣା ଜାରି ରହିବ ବୋଲି ଚିଠିରେ ଉଲେଖ କରିଛନ୍ତି ପୁରୀ ଜିଲ୍ଲାପାଳ।

Odisha Vigilance: ୨.୬୦ କୋଟି ଟଙ୍କା ଦୁର୍ନୀତି ଅଭିଯୋଗ: ୬ ମାସ ଧରି ଫେରାର ଥିବା ବନ ବିଭାଗ କର୍ମଚାରୀ ବାବୁଲୁ ସୁନା ଗିରଫ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)