Cyclone Akvan May Change Track and Make Landfall in Odisha, Says CM Mohan Majhi
#ଆସୁଛି_ବାତ୍ୟା #ମୁଖ୍ୟମନ୍ତ୍ରୀ_କହିଲେ...
ସମ୍ଭାବ୍ୟ ବାତ୍ୟା ଅକ୍ବାନ୍ ର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । SRCଙ୍କ କାର୍ଯ୍ୟାଳୟରେ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା । ୧୦ ବିଭାଗର ସଚିବ ଓ ଅଧିକାରୀଙ୍କ ସହ ବୈଠକ ପରେ ସୂଚନା । ପ୍ରଭାବ ପଡିବାକୁ ଥିବା ୧୯ରୁ ୨୦ ଜିଲ୍ଲାପାଳ ମଧ୍ୟ VCରେ ସାମିଲ । ‘ସମ୍ଭାବ୍ୟ ବାତ୍ୟା ଗତି ବଦଳାଇ ଓଡ଼ିଶାରେ ଲ୍ୟାଣ୍ଡଫଲ କରିବ’ । ‘ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୯୦ରୁ ୧୦୦ କିମି ରହିବ’ । ଆସନ୍ତାକାଲି ଆଉଥରେ ଆକଳନ ପରେ ମିଳିବ ସ୍ପଷ୍ଟଚିତ୍ର । ଆକଳନ ପରେ ପବନର ବେଗ ଆଉଥରେ ନିର୍ଦ୍ଧାରଣ କରାଯିବ । ‘ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ପ୍ରବଳ ବର୍ଷା’ । ୪୬୮ଟି ବାତ୍ୟା ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ କରାଯାଇଛି । ଆଉ ୩ ହଜାରରୁ ଅଧିକ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯିବ । ବର୍ତ୍ତମାନ ସୁଦ୍ଧା ୪୬ ହଜାର ୭୦୧ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୫ ହଜାର ଲୋକଙ୍କୁ ସ୍ଥାନାନ୍ତର । ଜଗତସିଂହପୁରରେ ୧୧ ହଜାର ଲୋକଙ୍କୁ ସ୍ଥାନାନ୍ତର । ବିଭିନ୍ନ ଜିଲ୍ଲାକୁ ଆଗୁଆ ବାତ୍ୟା ସହାୟତା ପାଣ୍ଠି ଦିଆଯାଇଛି । ‘ଗଞ୍ଜାମ ଜିଲ୍ଲା ପାଇଁ ୫ କୋଟିର ଆଗୁଆ ସହାୟତା ଦିଆଯାଇଛି’ । ୧୫ ଜିଲ୍ଲାକୁ ବାତ୍ୟା ମୁକାବିଲା ପାଇଁ ୨୦ କୋଟିର ଆଗୁଆ ପାଣ୍ଠି । ବାତ୍ୟା ମୁକାବିଲା ପାଇଁ ୭ IASଙ୍କୁ ବିଭିନ୍ନ ଜିଲ୍ଳାର ଦାୟିତ୍ବ । ବିଦ୍ୟୁତ ଓ ପାନୀୟ ଜଳ ବ୍ୟବସ୍ଥାର ପୁନରୁତ୍ଥାନ ପାଇଁ ପ୍ରସ୍ତୁତି ।
#OTVShorts#CycloneAkvan#MohanCharanMajhi#OdishaNews
#CycloneAlert#ZeroCasualty#CyclonePreparedness#OdishaGovernment#CycloneAkvanUpdate#OdishaLandfall#OdishaCycloneAlert#OdishaTV#OTV
Chief Minister Mohan Charan Majhi reviewed Odisha’s preparedness for the possible Cyclone Akvan at the SRC office. Officials from 10 departments and collectors of 19–20 potentially affected districts joined the meeting. The CM said the cyclone may change its course and make landfall in Odisha, with wind speeds of 90–100 kmph expected at the time. A clearer picture is likely after a fresh assessment tomorrow. Heavy rainfall is forecast in several coastal and southern Odisha districts. So far, 468 cyclone shelters have been made operational, while more than 3,000 additional shelters are being prepared. A total of 46,701 people have been evacuated, including 25,000 in Ganjam and 11,000 in Jagatsinghpur. The government has provided ₹5 crore in advance assistance to Ganjam and ₹20 crore to 15 districts. Seven IAS officers have also been assigned district-level responsibilities, while preparations are underway to restore electricity and drinking water services after the cyclone.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
