Cyclone Akvan Leaves Berhampur Waterlogged: ପ୍ରବଳ ବର୍ଷାରେ ବ୍ରହ୍ମପୁର ବେହାଲ, ସହରରେ ପଶିଲା ବର୍ଷାଜଳ
ଅକୱାନ୍ ପ୍ରଭାବରେ ବ୍ରହ୍ମପୁରରେ ଜଳବନ୍ଦୀ ସ୍ଥିତି।
ପ୍ରବଳ ବର୍ଷାରେ ସହରର ବିଭିନ୍ନ ଅଞ୍ଚଳରେ ପଶିଲା ବର୍ଷାଜଳ।
ହରିଡ଼ାଖଣ୍ଡି, ଲକ୍ଷ୍ମୀ ନୃସିଂହ ସାହି, ଶାନ୍ତିନଗର, ଜୟପ୍ରକାଶ ନଗର ଓ ଡୁଡୁମା କଲୋନୀରେ ଜଳବନ୍ଦୀ ସ୍ଥିତି।
Advertisment ରାସ୍ତାଘାଟରେ ଜମିଲା ପାଣି, ଘରେ ପଶିଲା ବର୍ଷା ପାଣି।
ଫଳରେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା।
ଅନ୍ୟପଟେ ମହାନଗର ନିଗମ ଓ ଅଗ୍ନିଶମ ବାହିନୀ ପକ୍ଷରୁ ତୁରନ୍ତ ପଦକ୍ଷେପ ନେଇ ଜଳ ନିଷ୍କାସନ କାର୍ଯ୍ୟ ଜାରି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
