Cyclone Akvan Landfall Expected Near Gopalpur: 'ଅକ୍ ୱାନ୍ 'ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ; ୯୦ କିମି ବେଗରେ ବହୁଛି ପବନ

Nov 20, 2026 - 08:52
Cyclone Akvan Landfall Expected Near Gopalpur: 'ଅକ୍ ୱାନ୍ 'ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ; ୯୦ କିମି ବେଗରେ ବହୁଛି ପବନ

ସାମୁଦ୍ରିକ ଝଡ଼ 'ଅକ୍ୱାନ୍ 'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ।

ଗୋପାଳପୁର ନିକଟବର୍ତ୍ତୀ ଉପକୂଳ ଅଞ୍ଚଳରେ ଆରମ୍ଭ ହୋଇଛି ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା।

ଲ୍ୟାଣ୍ଡଫଲ ପ୍ରକ୍ରିୟା ଆହୁରି ୨ ଘଣ୍ଟା ଚାଲିବ।

ଗତ ୬ ଘଣ୍ଟାରେ ୨୩ କିମି ବେଗରେ ଗତି କରୁଛି ଅକ୍ ୱାନ।

ବର୍ତ୍ତମାନ ଏହା ଗୋପାଳପୁରର ଦକ୍ଷିଣକୁ ୬୦ କିମି ଏବଂ ପୁରୀର ୧୬୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି।

Advertisment ଲ୍ୟାଣ୍ଡଫଲ୍ ସମୟରେ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିବ।

କିଛି ସ୍ଥାନରେ ପବନର ଝଟକା ବେଗ ୯୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ।

ତେଣୁ ଉପକୂଳବର୍ତ୍ତୀ ଅଞ୍ଚଳରେ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)