Cyclone Akvan Advances At 13 Kmph: ଗୋପାଳପୁର ମୁହାଁ ଭୀଷଣ ବାତ୍ୟା ଅକ୍ୱାନ୍, କାଲି ମଧ୍ୟାହ୍ନରେ ଲ୍ୟାଣ୍ଡଫଲ୍!

Nov 19, 2026 - 17:53
Cyclone Akvan Advances At 13 Kmph: ଗୋପାଳପୁର ମୁହାଁ ଭୀଷଣ ବାତ୍ୟା ଅକ୍ୱାନ୍, କାଲି ମଧ୍ୟାହ୍ନରେ ଲ୍ୟାଣ୍ଡଫଲ୍!

ମାଡି ଆସୁଛି ବାତ୍ୟା ଅକୱାନ।

ଗତ ୬ ଘଣ୍ଟାରେ ୧୩ କିମି ବେଗରେ ଗତି କରୁଛି ଅକ୍ ୱାନ୍ ।

ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି।

ଏବେ ଗୋପାଳପୁର ଠାରୁ ଗୋପାଳପୁର ଠାରୁ ୪୧୦ କିମି ଦୂରରେ ରହିଛି ।

ଏବଂ ପୁରୀ ଠାରୁ ୪୭୦ କିମି ରହିଛି ।

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରେ ରହିଥିବ ଭୀଷଣ ବାତ୍ୟା କ୍ରମଶଃ ଉତ୍ତର ଦିଗକୁ ଗତି କରୁଛି।

Advertisment କାଲି ମଧ୍ୟାହ୍ଣରେ ନରସାପୁର ଓ ପୁରୀ ମଧ୍ୟରେ ଗୋପାଳପୁରର ପୂର୍ବରେ ଅତି ନିକଟରୁ ସ୍ଥଳଭାଗ ଛୁଇଁବ।

ଲ୍ୟାଣ୍ଡଫଲ ବେଳେ ପବନର ବେଗ ୯୦ରୁ ୧୦୦ କିମି ରହିପାରେ।

ଲ୍ୟାଣ୍ଡଫଲ୍ ପରେ ଦ୍ରୁତଗତିରେ ଦୁର୍ବଳ ହୋଇପାରେ ଅକୱାନ।

ରାତିକୁ ଉପକୂଳ ଓଡ଼ିଶାରେ ୬୦ରୁ ୭୦ କିମି ପବନ ବହିବ।

...

ଗୋପାଳପୁରରେ ଲ୍ୟାଣ୍ଡଫଲ!

ଗୋପାଳପୁରରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା 'ଅକୱାନ୍' ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଘଣ୍ଟା ପ୍ରତି ୧୭ କିମି ବେଗରେ ଆଗକୁ ବଢୁଛି ବାତ୍ୟା ଗୋପାଳପୁରଠାରୁ ୪୩୦ କିମି ଦୂରରେ ବାତ୍ୟା ପୁରୀ ଠାରୁ ୪୯୦ କିମି ଦୂରରେ କେନ୍ଦ୍ରୀଭୂତ କଳିଙ୍ଗପାଟନମ ଠାରୁ ୩୫୦ କିମି ଦୂରରେ ବାତ୍ୟା ୨୦ ତାରିଖ ମଧ୍ୟାହ୍ଣରେ ଲ୍ୟାଣ୍ଡଫଲ କରିବ ଲ୍ୟାଣ୍ଡଫଲ ବେଳେ ପବନ ୭୦ରୁ ୮୦ କିମି, ଝଟକା ୯୦ କିମି ରହିପାରେ ଲ୍ୟାଣ୍ଡଫଲ୍ ପରେ ଅକୱାନ ଦ୍ରୁତଗତିରେ ଦୁର୍ବଳ ହୋଇପାରେ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)