CSK Head Coach: ଜାହିର ଖାନ ସିଏସ୍‌କେ ମୁଖ୍ୟ ପ୍ରଶିକ୍ଷକ

Sep 22, 2026 - 04:47
CSK Head Coach: ଜାହିର ଖାନ ସିଏସ୍‌କେ ମୁଖ୍ୟ ପ୍ରଶିକ୍ଷକ

"ଚେନ୍ନାଇ: ଆଗାମୀ ଆଇପିଏଲ୍‌ ଋତୁ ପୂର୍ବରୁ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଜାହିର ଖାନ୍‌ଙ୍କୁ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି କରିଛି।

ଷ୍ଟିଫେନ୍‌ ଫ୍ଲେମିଂଙ୍କ ସ୍ଥାନରେ ଏହି ୨୦୧୧ ବିଶ୍ବକପ୍‌ ବିଜୟୀ ଖେଳାଳି ଦାୟିତ୍ବ ତୁଲାଇବେ।

ଆଇପିଏଲ୍‌ରେ ଜାହିର ୧୦୦ ମ୍ୟାଚ୍‌ ଖେଳିଛନ୍ତି।

Advertisment CSK: ସିଏସ୍‌କେକୁ ଅସହ୍ୟ ‌"ଇଡ୍‌ଲି, ସାମ୍ବର" ସିଏସ୍‌କେକୁ ୫ ଆଇପିଏଲ୍‌ ଓ ୨ ଚାମ୍ପିଅନ୍ସ ଲିଗ୍‌ ମୁକୁଟ ଜିତାଇଥିବା ଫ୍ଲେମିଂ ‌ଗତ ଜୁଲାଇରେ ୧୬ ବର୍ଷର ସମ୍ପର୍କ ତୁଟାଇଥିଲେ। ""ଆଇପିଏଲ୍‌ ଇତିହାସରେ ସଫଳ ଦଳ ସହ ଯୋଡ଼ି ହେବା ମୋ ପାଇଁ ବଡ଼ ସମ୍ମାନର ବିଷୟ।

ଜଣେ ଖେଳାଳି ଭାବେ ସିଏସ୍‌କେ ସହ ବହୁଥର ପଡ଼ିଆରେ ମୁକାବିଲା ହୋଇଛି, ଏହାକୁ ବି ଭଲ ଭାବେ ଉପଭୋଗ କରିଛି।

ଚେପକ୍‌ର ପରିବେଶ ଓ ପ୍ରଶଂସକ ସ୍ବତନ୍ତ୍ର।

ମୁଁ ଏହି ଫ୍ରାଞ୍ଚାଇଜ୍‌ରେ ଯୋଗଦେବାକୁ ଅପେକ୍ଷା କରିଛି"" ବୋଲି ନିଯୁକ୍ତି ପରେ ଜାହିର କହିଛନ୍ତି।

CSK: ସିଏସ୍‌କେର ସଙ୍ଗିନ ଅଭିଯୋଗ:ଆମକୁ ଚିନ୍ନାସ୍ବାମୀରେ ଅପମାନିତ ଓ ଦୁର୍ବ୍ୟବହାର କରାଯାଇଛି, ଏଭଳି ଆଚରଣ ବରଦାସ୍ତ କରିବୁନି"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)