Cricket: ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ; ୪ ବର୍ଷ ପରେ ଫେରିଲେ ଭୁବନେଶ୍ବର କୁମାର

Oct 06, 2026 - 21:36
Cricket: ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ; ୪ ବର୍ଷ ପରେ ଫେରିଲେ ଭୁବନେଶ୍ବର କୁମାର

"ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ପୁରୁଷ ଚୟନ କମିଟି ଆଗାମୀ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଟିମ୍‌ ଇଣ୍ଡିଆ ଏବଂ ଇଣ୍ଡିଆ-ଏ ଦଳ ଘୋଷଣା କରିଛି।

ଭାରତୀୟ ବରିଷ୍ଠ ଦଳରେ ଭୁବନେଶ୍ବର କୁମାର ସ୍ଥାନ ପାଇଛନ୍ତି।

୪ ବର୍ଷ ପରେ ସେ ଦଳକୁ ଫେରିଛନ୍ତି।

Advertisment 🚨 Announcement 🚨#TeamIndia's T20I squad and India A squads for New Zealand tour announced 📝Bhuvneshwar Kumar makes a comeback to the T20I side 🙌 More Details ▶️ https://t.co/oJ52QSH0DO#NZvIND pic.twitter.com/btbXlQ0nQD — BCCI (@BCCI) October 6, 2026 ଏହି ଗସ୍ତରେ ଭାରତୀୟ ଟିମ୍‌ ଆୟୋଜକ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ମ୍ୟାଚ୍‌ ବିଶିଷ୍ଟ ‌ଟି୨୦ ଶୃଙ୍ଖଳା ଖେଳିବ।

ଇଣ୍ଡିଆ-ଏ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ୪ଦିବସୀୟ ମ୍ୟାଚ୍‌ ଖେଳିବ।

ଦିନିକିଆ ଏବଂ ଟେଷ୍ଟ ଶୃଙ୍ଖଳା ପାଇଁ ପରେ ଦଳ ଘୋଷଣା କରାଯିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)