Cricket: ରଣଜୀ ମ୍ୟାଚ୍‌ ପୂର୍ବରୁ ଆଶୀର୍ବାଦଙ୍କ ସ୍ଥାନରେ ଓଡ଼ିଶା ଦଳରେ ଏହି ଖେଳାଳି ସାମିଲ

Oct 16, 2026 - 16:25
Cricket: ରଣଜୀ ମ୍ୟାଚ୍‌ ପୂର୍ବରୁ ଆଶୀର୍ବାଦଙ୍କ ସ୍ଥାନରେ ଓଡ଼ିଶା ଦଳରେ ଏହି ଖେଳାଳି ସାମିଲ

"ଭୁବନେଶ୍ବର: କେରଳ ବିପକ୍ଷ ରଣଜୀ ମ୍ୟାଚ୍‌ ପୂର୍ବରୁ ଓଡ଼ିଶା ଦଳରେ ୱିକେଟ୍‌କିପର ବ୍ୟାଟର୍‌ ରାଜେଶ ଧୁପର ସାମିଲ ହୋଇଛନ୍ତି।

ଆଶୀର୍ବାଦ ସ୍ବାଇଁ ଆହତ ଥିବାରୁ ତାଙ୍କ ସ୍ଥାନରେ ରାଜେଶଙ୍କୁ ସାମିଲ କରାଯାଇଛି ବୋଲି ଓଡ଼ିଶା କ୍ରିକେଟ୍‌ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ମ୍ୟାଚ୍‌ ରବିବାରଠୁ ତିରିଅନନ୍ତପୁରମ୍‌ରେ ଖେଳାଯିବ।

ଓଡ଼ିଶା ନିଜର ପ୍ରଥମ ମ୍ୟାଚ୍‌ରେ ଗୁଜରାଟଠୁ ୧୦ ୱିକେଟ୍‌ରେ ପରାସ୍ତ ହୋଇଥିଲା।

ତିରୁଅନନ୍ତପୁରରେ ବିଜୟ ସହ ପ୍ରତ୍ୟାବର୍ତ୍ତନ ଆଶାରେ ରହିଛି ଓଡ଼ିଶା ଦଳ।Advertisment ଓଡ଼ିଶା ଦଳ: ଶୁଭ୍ରାଂଶୁ ସେନାପତି (ଅଧିନାୟକ), ଗୌରବ ଚୌଧୁରୀ, ସ୍ବସ୍ତିକ ସାମଲ, ସନ୍ଦୀପ ପଟ୍ଟନାୟକ, ଶାନ୍ତନୁ ମିଶ୍ର, ଶ୍ରେୟାଂଶ ଭରଦ୍ବାଜ, ଓମ୍‌ ଟି ମୁଣ୍ଡେ, ସୌମ୍ୟ ରଂଜନ ଲେଙ୍କା, ରାଜେଶ ଧୁପର (ୱିକେଟରକ୍ଷକ), ସମ୍ବିତ ବେଜ, ବାଦଲ ବିଶ୍ବାଳ, ନିନାଦ ରାଥୱା, ଲଳିତ ଯାଦବ, ରାଜେଶ ମହାନ୍ତି, ଦିନେଶ ମାଝୀ (ୱିକେଟରକ୍ଷକ), ପ୍ରଶାନ୍ତ ରାଣା, ସୟଦ ତୁଫାଇଲ୍‌ ଅହମ୍ମଦ।

ରଣଜୀ ମ୍ୟାଚ୍‌: ଶୁଭ୍ରାଂଶୁଙ୍କ ଶତକ ଓଡ଼ିଶାକୁ ୧ ପଏଣ୍ଟ ଦେଲା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)