Cricket: ଗୁଜରାଟ ଟାଇଟନ୍ସକୁ ଗଲେ ହର୍ଷଲ

Nov 17, 2026 - 14:50
Cricket: ଗୁଜରାଟ ଟାଇଟନ୍ସକୁ ଗଲେ ହର୍ଷଲ

ନୂଆଦିଲ୍ଲୀ: ଆଇପିଏଲର ଆଗାମୀ ଋତୁରେ ସନରାଇଜର୍ସ ହାଇଦ୍ରାବାଦ ବଦଳରେ ଗୁଜରାଟ ଟାଇଟନ୍ସର ପ୍ରତିନିଧିତ୍ବ କରିବେ ଦ୍ରୁତ ବୋଲର ହର୍ଷଲ ପଟେଲ।

ମଙ୍ଗଳବାର ବିସିସିଆଇ ପକ୍ଷରୁ ଏହି ଖେଳାଳି ଅଦଳବଦଳକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି।

୩୫ ବର୍ଷୀୟ ହର୍ଷଲ ୪ କୋଟି ଟଙ୍କାରେ ଗୁଜରାଟ ଦଳକୁ ଯାଇଛନ୍ତି।

୨୦୨୫ ନିଲାମରେ ତାଙ୍କୁ ହାଇଦ୍ରାବାଦ ୮ କୋଟି ଟଙ୍କାରେ କିଣିଥିଲା।

Advertisment ହାଇଦ୍ରାବାଦ ପକ୍ଷରୁ ୫ଟି ମ୍ୟାଚ୍‌ ହର୍ଷଲ ଆଇପିଏଲ୍‌ରେ ୧୪ଟି ଋତୁ ଖେଳି ୧୨୪ଟି ମ୍ୟାଚ୍‌ରୁ ୧୫୧ଟି ୱିକେଟ୍‌ ନେଇଛନ୍ତି।

ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଜାବ କିଙ୍ଗ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିଛନ୍ତି।

୨୦୨୧ ଓ ୨୦୨୪ରେ ସର୍ବାଧିକ ୱିକେଟ୍‌ ନେଇ ଦୁଇଥର ବାଇଗଣି ଟୋପି ହାସଲ କରିଛନ୍ତି।

ତେବେ ୨୦୨୬ ଋତୁରେ ସେ ହାଇଦ୍ରାବାଦ ପକ୍ଷରୁ ୫ଟି ମ୍ୟାଚ୍‌ ଖେଳି ଗୋଟିଏ ବି ୱିକେଟ୍‌ ନେଇପାରି ନଥିଲେ।

ନଭେମ୍ବର ୧୯ରୁ ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)