Chinese Product: କିଞ୍ଜିରକେଲା ଚୁଇଢିପା ଗାଁ ଜଙ୍ଗଲରେ ଚୀନ ସାମଗ୍ରୀ

Aug 30, 2026 - 10:10
Chinese Product: କିଞ୍ଜିରକେଲା ଚୁଇଢିପା ଗାଁ ଜଙ୍ଗଲରେ ଚୀନ ସାମଗ୍ରୀ

"ସୁନ୍ଦରଗଡ଼: ଗତକାଲି ରାତି ୧୦ଟାରେ କିଞ୍ଜିରକେଲା ଥାନା କିଞ୍ଜିରକେଲା ଚୁଇଢିପା ଗାଁ ନିକଟ ଜଙ୍ଗଲରୁ କିଛି ସନ୍ଦିଗ୍ଧ ସାମଗ୍ରୀ ଜବତ ହୋଇଛି।

ଏକ ଆକାଶଛତା ଭଳି ବିଶାଳ ବେଲୁନ ଓ ଚାଇନିଜ ଭାଷାରେ ଲେଖା  କ୍ଯୁଆର୍ କୋଡ଼ ଥିବା କାଗଜ ରହିଛି।

ଗାଁ ଲୋକଙ୍କଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ଯାଇଥିଲା।Advertisment ଲୋକେ ଭୟଭୀତ ହୋଇ ଯାଇଥିଲେ ମାସେ ତଳେ କିଞ୍ଜିରକେଲା ଥାନା ଅଞ୍ଚଳରେ ମାଓ ପୋଷାକ ପରିହିତ କିଛି ସନ୍ଦିଗ୍ଧ ଯୁବକଙ୍କ ଚଳପ୍ରଚଳ ଘଟଣା ସାମ୍ନାକୁ ଆସିଥିଲା।

ଯୁବକ ରାତି ଅଧରେ କିଛି ଗାଁକୁ ବି ପଶିଥିଲେ।

ଲୋକେ ଭୟଭୀତ ହୋଇ ଯାଇଥିଲେ।

ଏହାପରେ ପୁଲିସ ଡିଭିଏଫ ଶକ୍ତିଶାଳୀ ଡ୍ରୋନ ସାହାଯ୍ଯରେ ଜଙ୍ଗଲରେ ଖୋଜାଖୋଜି କରିଥିଲେ।

କିନ୍ତୁ କୌଣସି ପତ୍ତା ମିଳି ନଥିଲା।

ଏବେ ସନ୍ଦିଗ୍ଧ ସାମଗ୍ରୀ ମିଳିବା ପରେ ଏହା ଅଞ୍ଚଳକୁ  ଆସିଥିବା ସମ୍ପୃକ୍ତ ଯୁବକମାନେ ଛାଡ଼ି ଯାଇଥିବା କିମ୍ବା ଏବେ ବି ଅଞ୍ଚଳରେ ଉପସ୍ଥିତ ସନ୍ଦେହ ହୋଇଛି।

Vigilance: ଭିଜିଲାନ୍ସ ପଞ୍ଝାରେ ପୁଲିସ ବାବୁ ଓ ତାଙ୍କ ସହଯୋଗୀ, ଢାବା ମାଲିକଙ୍କଠୁ ନେଉଥିଲେ ୨୦ ହଜାର ଲାଞ୍ଚ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)