China: ପ୍ରଥମ ଥର ବନ୍ୟା ମୃତ୍ୟୁସଂଖ୍ୟା ଜାରି କଲା ଚୀନ୍‌: ୩୧ ମୃତଦେହ ଉଦ୍ଧାର, ୫୩୧ ନିଖୋଜ

Sep 05, 2026 - 21:10
China: ପ୍ରଥମ ଥର ବନ୍ୟା ମୃତ୍ୟୁସଂଖ୍ୟା ଜାରି କଲା ଚୀନ୍‌: ୩୧ ମୃତଦେହ ଉଦ୍ଧାର, ୫୩୧ ନିଖୋଜ

"କାଠମାଣ୍ଡୁ: ନେପାଳ-ଚୀନ୍‌ ସୀମା ସଂଲଗ୍ନ ଗିରୋଙ୍ଗ ଅଞ୍ଚଳରେ ହିମବାଳ ସ୍ଖଳନ ଜନିତ ବନ୍ୟା ପରେ ଚୀନ୍‌ ପ୍ରଥମ ଥର ପାଇଁ ଔପଚାରିକ ଭାବେ ମୃତ ଏବଂ ନିଖୋଜଙ୍କ ସଂଖ୍ୟା ଜାରି କରିଛି।

ସୀମାର ଚୀନ୍‌ ପାର୍ଶ୍ବରେ ଥିବା ଇମିଗ୍ରେସନ୍‌ ଆଣ୍ଡ କଷ୍ଟମ୍‌ସ କମ୍ପ୍ଲେକ୍ସରୁ ୩୧ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ଏବଂ ୫୩୧ ଜଣଙ୍କର କିଛି ପତ୍ତା ମିଳୁନି।Advertisment ଆହୁରି ପଢନ୍ତୁ: Belgium: ଭାରତ ଗସ୍ତ ବେଳେ ଟ୍ରମ୍ପଙ୍କ ଶୁଳ୍କ ନୀତିକୁ ବେଲଜିୟମ ପ୍ରଧାନମନ୍ତ୍ରୀଙ୍କ କଟାକ୍ଷ ଚୀନ୍‌ର ରାଷ୍ଟ୍ରାୟତ ଗଣମାଧ୍ୟମ ଅନୁଯାୟୀ ଇମିଗ୍ରେସନ୍‌ କମ୍ପ୍ଲେକ୍ସ ପରିସରରୁ ୩୧ ଜଣଙ୍କ ମୃତଦେହ ମିଳିଛି ।

ଚୀନ୍‌ କର୍ତ୍ତୃପକ୍ଷଙ୍କ ଅନୁଯାୟୀ ‌ଭୌଗୋଳିକ ବିପର୍ଯ୍ୟୟ ବିପଦ ଥିବା ପ୍ରାୟ ୫୮ଟି ସ୍ଥାନକୁ ଚିହ୍ନଟ କରାଯାଇଛି।

ଚୀନ୍‌ ଅଧିକାରୀମାନେ ମଧ୍ୟ ଦାବି କରିଛନ୍ତି ଯେ ସୀମା ଅଞ୍ଚଳରେ ଥିବା ଯାଞ୍ଚ ଏବଂ ବିପଦ ଆକଳନ ଶେଷ ହୋଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)