Chhath Puja Celebrations Begin: ଭକ୍ତି ଓ ତ୍ୟାଗର ମହାପର୍ବ ଛଟ, ଆଜି ସୂର୍ଯ୍ୟଦେବଙ୍କୁ ପ୍ରଥମ ଅର୍ଘ୍ୟ

Nov 15, 2026 - 08:58
Chhath Puja Celebrations Begin: ଭକ୍ତି ଓ ତ୍ୟାଗର ମହାପର୍ବ ଛଟ, ଆଜି ସୂର୍ଯ୍ୟଦେବଙ୍କୁ ପ୍ରଥମ ଅର୍ଘ୍ୟ

ଭକ୍ତି, ତ୍ୟାଗ ଏବଂ ଖୁସିର ମହାପର୍ବ ଛଟ ପର୍ବ ।

ଏହି ପର୍ବ ପାଇଁ ଉତ୍ସବମୁଖର ରାଉରକେଲା।

ଆଜି ଛଟ ପର୍ବର ପ୍ରଥମ ଅର୍ଘ୍ୟ ।

ସୂର୍ଯ୍ୟ ଦେବତାଙ୍କ ନିକଟରେ ଅର୍ଘ୍ୟ ଅର୍ପଣ ଓ ବ୍ରତ ପାଳନ କଲେ ପରିବାରରେ ସୁଖ, ସମୃଦ୍ଧି ଓ ଶାନ୍ତି ବଜାୟ ରହେ।

ଏହାସହ ପରିବାରର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହେ ବୋଲି ଗଭୀର ବିଶ୍ୱାସ ରହିଛି।

ବ୍ରତଧାରୀମାନେ ଅତ୍ୟନ୍ତ କଠିନ ନିଷ୍ଠା ଓ ସ୍ୱଚ୍ଛତା ସହ ଏହି ଉପବାସ ପାଳନ କରିଥା'ନ୍ତି।

ଏହି ପର୍ବ ପାଇଁ ବିଭିନ୍ନ ନଦୀଘାଟ ଓ ଜଳାଶୟରେ ସୂର୍ଯ୍ୟୋପାସନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)