Centre Approves Two Key Railway Projects for Odisha: ଓଡ଼ିଶାକୁ ଡବଲ୍ ଉପହାର, ଦୁଇ ରେଳ ପ୍ରକଳ୍ପକୁ ମିଳିଲା କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ

Jul 15, 2026 - 18:14
Centre Approves Two Key Railway Projects for Odisha: ଓଡ଼ିଶାକୁ ଡବଲ୍ ଉପହାର, ଦୁଇ ରେଳ ପ୍ରକଳ୍ପକୁ ମିଳିଲା କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ

କେନ୍ଦ୍ର କ୍ୟାବିନେଟରେ ଓଡିଶାର ଦୁଇଟି ରେଳ ପ୍ରକଳ୍ପକୁ ମିଳିଲା ଅନୁମତି । ପାରାଦୀପ-ହରିଦାସପୁର ଦୋହରୀକରଣ ହେବ । ରାଜଖରସୁଆଁ-ଡାଙ୍ଗପୋଷିକୁ ଚାରି ଲେନ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏଥିରେ
୩ ହଜାର ୯୦୭ କୋଟି ଟଙ୍କା ଖର୍ଚ୍ଚ ହେବ । ୨୦୩୦-୩୧ ସୁଦ୍ଧା ଏହି କାମ ସରିବ ବୋଲି କରାଯାିଛି ଘୋଷଣା । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । 

ଓଡ଼ିଶା ରେଲୱେକୁ ଡବଲ୍ ଉପହାର ମିଲିଛି ।  କେନ୍ଦ୍ର କ୍ୟାବିନେଟରେ ଓଡିଶାର ଦୁଇଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହା ଫଳରେ ଶିଳ୍ପ ଓ ବାଣିଜ୍ୟିକ କାରବାର ବଢ଼ିବ ବୋଲି କୁହାଯାଇଛି । 

କେନ୍ଦ୍ର କ୍ୟାବିନେଟରେ ଦୁଇଟି ରେଳ ପ୍ରକଳ୍ପକୁ ଅନୁମୋଦନ

ପାରାଦୀପ-ହରିଦାସପୁର ଦୋହରୀକରଣ... 

ରାଜଖରସୁଆଁ-ଡାଙ୍ଗପୋଷିକୁ ଚାରି ଲେନକୁ ମଞ୍ଜୁର
୩ ହଜାର ୯୦୭ କୋଟି ଟଙ୍କା ଖର୍ଚ୍ଚ ହେବ 
୨୦୩୦-୩୧ ସୁଦ୍ଧା ସରିବ କାମ 
ମାଲବାହୀ ଟ୍ରେନ୍ ଚଳାଚଳ କ୍ଷମତା ବଢ଼ିବ 
ଶିଳ୍ପ ଓ ବାଣିଜ୍ୟିକ କାର୍ଯ୍ୟକଳାପକୁ ଦ୍ରୁତ ଗତି ମିଳିବ 
ପୂର୍ବ ଉପକୂଳରେ ରେଳ ନେଟୱର୍କ କ୍ଷମତା ବଢ଼ିବ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।