CMO File Disappearance Case: CMOରୁ ଫାଇଲ୍ ଗାଏବ ଘଟଣା, ଅବସରପ୍ରାପ୍ତ IAS ରାଜେଶ ବର୍ମା ଓ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ରଙ୍କୁ ସମନ୍

Jul 15, 2026 - 20:31
CMO File Disappearance Case: CMOରୁ ଫାଇଲ୍ ଗାଏବ ଘଟଣା, ଅବସରପ୍ରାପ୍ତ IAS ରାଜେଶ ବର୍ମା ଓ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ରଙ୍କୁ ସମନ୍

CMOରୁ ଦୁଇଟି ଫାଇଲ୍ ଗାଏବ ଘଟଣାରେ ସମନ୍। ଅବସରପ୍ରାପ୍ତ IAS ରାଜେଶ ବର୍ମା ଏବଂ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ରଙ୍କୁ ସମନ୍ କରିଛି କମିଶନରେଟ୍ ପୋଲିସ। ଆସନ୍ତା ୨୨ ତାରିଖ ଦିନ ୧୧ଟାରେ କ୍ୟାପିଟାଲ ଥାନାରେ ହାଜର ହେବାକୁ ସମନ୍ କରାଯାଇଛି। ..

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇ ଦୁଇଟି ଗୁରୁତ୍ବପୂର୍ଣ୍ଣ ତଦନ୍ତ ରିପୋର୍ଟ ଗାଏବ ହୋଇଛି। ୨୦୨୪ ଜୁନ୍ ୪ରେ ଗୃହ ବିଭାଗକୁ ସିଏମ୍ଓରୁ ସବୁ ଫାଇଲ୍ ଫେରିଥିଲା, କିନ୍ତୁ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା ଓ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡର ତଦନ୍ତ ରିପୋର୍ଟ ଫେରିନଥିଲା। ଏ ନେଇ ବିଧିବଦ୍ଧ ଭାବେ କ୍ୟାପିଟାଲ୍ ଥାନାରେ FIRର ପରେ ଲୋକସେବା ଭବନରେ ପୋଲିସ୍ ଘଣ୍ଟାଚକଟା କରିଥିଲା।

ଆଜି ଅବସରପ୍ରାପ୍ତ IAS ରାଜେଶ ବର୍ମା ଏବଂ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ରଙ୍କୁ ହାଜର ହେବାକୁ ସମନ୍ କରିଛି କମିଶନରେଟ୍ ପୋଲିସ। 

CMOରୁ ଫାଇଲ୍ ଗାଏବ ଘଟଣାରେ ସମନ୍ 
CMOରୁ ଫାଇଲ୍ ଗାଏବ ଘଟଣାରେ କମିଶନରେଟ୍ ପୋଲିସର ସମନ୍ 
ଅବସରପ୍ରାପ୍ତ IAS ରାଜେଶ ବର୍ମାଙ୍କୁ ସମନ୍ 
ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ରଙ୍କୁ ସମନ୍ 
ଦୁଇଟି କମିଶନ ତଦନ୍ତ ଫାଇଲ୍ ନ ମିଳିବା ଘଟଣାରେ ତନାଘନା
କ୍ୟାପିଟାଲ ଥାନାରେ ହାଜର ହେବାକୁ ସମନ୍ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।