Campaign: ସଲୋନି ସୋରିଷ ତେଲର ନୂଆ ଅଭିଯାନ ‘ଗୟା ତେଲ ଲେନେ’
ଭୁବନେଶ୍ବର: ସଲୋନି ମଷ୍ଟାର୍ଡ ଅଏଲ୍ (ସୋରିଷ ତେଲ) ପକ୍ଷରୁ ବ୍ରାଣ୍ଡ୍ ଆମ୍ବାସଡର୍ ତଥା ବଲିଉଡ୍ ତାରକା ରଣବୀର କପୁରଙ୍କୁ ନେଇ ନୂଆ ଅଭିଯାନ 'ଗୟା ତେଲ୍ ଲେନେ' ପ୍ରସ୍ତୁତ କରାଯାଇଛି।
ଏଥିରେ ଏହି ପୁରୁଣା କଥାକୁ ଅତି ଚମତ୍କାର ଢଙ୍ଗରେ ଉପସ୍ଥାପନ କରାଯାଇଛି।
ଲୋକମାନଙ୍କ ଦୈନନ୍ଦିନ ଜୀବନ ସହିତ ଏହାକୁ ଯୋଡ଼ିବା ପାଇଁ ପ୍ରୟାସ କରାଯାଇଛି।
Advertisment ଆହୁରି ପଢନ୍ତୁ : 'Trends Great Puja Style Icon': ଟ୍ରେଣ୍ଡସ ଗ୍ରେଟ୍ ପୂଜା ଷ୍ଟାଇଲ୍ ଆଇକନ୍ ଜିତିଲେ ୟଶରାଜ ଓ ଦିପ୍ତିମୟୀ ଯଦି କେହି ତେଲ ଆଣିବାକୁ ଯାଉଛି, ତେବେ ସେ ସଲୋନି ସୋରିଷ ତେଲ ନେଇକି ଆସିବ ବୋଲି ଏଥିରେ ପ୍ରଦର୍ଶିତ କରାଯାଇଛି।
ଗୟା ତେଲ୍ ଲେନେ ଭଳି ଏକ ଚିରାଚରିତ କଥାକୁ ରଣବୀର ମଜାଦାର ଢଙ୍ଗରେ ସହଜ, ମନୋରଞ୍ଜନଧର୍ମୀ ଓ ସ୍ମରଣୀୟ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
