Bus Drivers: ମୁଖ୍ୟମନ୍ତ୍ରୀ ବସ ଚାଳକଙ୍କ ଧର୍ମଘଟ, କେନ୍ଦୁଝର ଜିଲ୍ଲାର ସାତଟି ବ୍ଲକରେ ବସ୍ ସେବା ଠପ୍

Aug 11, 2026 - 10:33
Bus Drivers: ମୁଖ୍ୟମନ୍ତ୍ରୀ ବସ ଚାଳକଙ୍କ ଧର୍ମଘଟ, କେନ୍ଦୁଝର ଜିଲ୍ଲାର ସାତଟି ବ୍ଲକରେ ବସ୍ ସେବା ଠପ୍

"ହାଟଡିହି: ଠିକ୍ ସମୟରେ ଦରମା ମିଳୁନଥିବା ପ୍ରତିବାଦରେ ମୁଖ୍ୟମନ୍ତ୍ରୀ ବସ୍ ଚାଳକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଫଳରେ କେନ୍ଦୁଝର ଜିଲ୍ଲାର ସାତଟି ବ୍ଲକରେ ବସ ଚାଳକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିବାରୁ ବସ ସେବା ସମ୍ପୂର୍ଣ୍ଣ ଠପ ହୋଇଯାଇଛି।

ବସ୍ ସେବା ପ୍ରଭାବିତ ହୋଇ ଯାତ୍ରୀମାନେ ହଇରାଣ ହେଉଛନ୍ତି।Advertisment ଦୁର୍ବ୍ୟବହାରର ଶିକାର ହେଉଛନ୍ତି ବସ୍ ରହିବା ପାଇଁ ବସଷ୍ଟାଣ୍ଡ ନଥିବାରୁ ରାସ୍ତାକଡରେ ବସ ଠିଆ ହେଉଥିବାରୁ ଚାଳକମାନେ ଦୁର୍ବ୍ୟବହାରର ଶିକାର ହେଉଛନ୍ତି।

ଚାଳକ ମାନଙ୍କ ପାଇଁ କୌଣସି ଘର ନଥିବାରୁ ବସ ଭିତରେ ଖିଆପିଆ, ବସ ଭିତରେ ବିଶ୍ରାମ କରୁଛନ୍ତି।

ଆଠ ଘଣ୍ଟା ସ୍ଥଳେ ୧୨ଘଣ୍ଟା ଡିଉଟି କରୁଥିଲେ ବି ଅଧିକ ଦରମା ମିଳୁନି।

ଆଜି ବସଗୁଡିକ ବ୍ଲକ ପରିସରରେ ରହିଥିବା ବେଳେ ଚାଳକମାନେ ବ୍ଲକ ସମ୍ମୁଖରେ ଠିଆ ହୋଇ ପ୍ରତିବାଦ କରିଛନ୍ତି।

65% of vehicles insurance: ରାଜ୍ୟରେ ୬୫% ଗାଡ଼ିର ବୀମା ନାହିଁ: ଟୋଲଗେଟ୍‌ରେ ଇ-ଡିଟେକ୍ସନ ପଦ୍ଧତିରେ ହେବ କଡ଼ାକଡ଼ି ଯାଞ୍ଚ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media