Buffaloes Smuggling: ବାହାରୁ ମାଲଗାଡ଼ି ଭଳି ଦେଖାଇ ଭିତରେ ମଇଁଷି ଚାଲାଣ କରୁଥିଲେ: ଧରାପଡ଼ିଲେ ଚାଳକ, ଟ୍ରକ୍ ଜବତ

Nov 22, 2026 - 11:34
Buffaloes Smuggling: ବାହାରୁ ମାଲଗାଡ଼ି ଭଳି ଦେଖାଇ ଭିତରେ ମଇଁଷି ଚାଲାଣ କରୁଥିଲେ: ଧରାପଡ଼ିଲେ ଚାଳକ, ଟ୍ରକ୍ ଜବତ

ବ୍ରହ୍ମପୁର: ରାଜଧାନୀ ଭୁବନେଶ୍ୱରରୁ ଆସୁଥିବା ଏକ ଟ୍ରକରେ ମଇଁଷି ଚାଲାଣ କରାଯାଉଥିଲା।ପିଛା କରି ଧରିଲେ ଲୋକେ।

ପୁଲିସ୍ କବ୍‌ଜାରେ ଚାଳକ ଓ ଟ୍ରକ୍ ଜବତ କରିଛି ପୁଲିସ୍।

ରାଜଧାନୀ ଭୁବନେଶ୍ୱରରୁ ଆସୁଥିବା ବେଳେ ଟ୍ରକକୁ ପିଛା କରି ଅଟକାଇବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ଗାଡ଼ି ଅଟକି ନଥିଲା।

Advertisment ଭୁବନେଶ୍ୱରରୁ ଗୋଟିଏ କାର ଯୋଗେ କିଛି ଲୋକ ପିଛାକରି ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଜାତୀୟ ରାଜପଥରେ ଗାଡ଼ିକୁ ବହୁ ଚେଷ୍ଟା ପରେ ଅଟକାଇ ଗାଡ଼ିର ଚକ ପଂପଚର କରିବାରୁ ଗାଡ଼ି ଅଟକି ଥିଲା।

ପରେ ଦେଖିଲା ବେଳକୁ ଗାଡ଼ି ଭିତରେ ମଇଁଷି ଥିଲା।

ଡ୍ରାଇଭରକୁ ଅଟକ ରଖିଥିବା ବେଳେ ଘଟଣାସ୍ଥଳରେ ବୈଦନାଥପୁର ପୁଲିସ ପହଞ୍ଚିଛି।

ଡ୍ରାଇଭରଙ୍କ ଭୂମିକା ସନ୍ଦେହ ଘେରରେ ଗାଡ଼ିଟି ଭୁବନେଶ୍ୱରରୁ ଆନ୍ଧ୍ର ପ୍ରଦେଶ ଯାଉଥିବା ଡ୍ରାଇଭର କହୁଥିବା ବେଳେ କିନ୍ତୁ ଡ୍ରାଇଭରଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ।

ପୁଲିସ ଟ୍ରକ୍‌କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

CRPF Jawan: ଛୁଟିରେ ଘରକୁ ଫେରିଥିବା ବେଳେ ଟ୍ରଲର ଧକ୍କାରେ ଚାଲିଗଲା ଯବାନଙ୍କ ଜୀବନ, ଅରୁଣାଚଳ ପ୍ରଦେଶରେ ସିଆରପିଏଫ୍‌ରେ କାର୍ଯ୍ୟରତ ଥିଲେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)