Bollywood actress Lara Dutta: ଲାରାଙ୍କୁ କାହିଁକି କରିଦେଲେ କୈକେୟୀ ?
ପୁଅଠାରୁ ମା ବୟସ ମାତ୍ର ୪ ବର୍ଷ ବଡ଼।
ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ବି ଫିଲ୍ମ ରାମାୟଣରେ ଏମିତି ଏକ ରୋଚକ କଥା ସାମ୍ନାକୁ ଆସିଛି।
ପରଦାରେ ଯିଏ ମାତା କୈକେୟୀଙ୍କ ଭୂମିକାରେ ନଜର ଆସୁଛନ୍ତି ସେ ରାମଙ୍କ ଭୂମିକା ନିଭାଉଥିବା ରଣବୀର କପୁରଙ୍କଠାରୁ ୪ ବର୍ଷ ବଡ଼।
ତେବେ କିଏ ସେହି ଅଭିନେତ୍ରୀ?
କାହିଁକି ତାଙ୍କୁ ମିଳିଲା ଏତେ ବଡ଼ ଦାୟିତ୍ୱ?
ଆଉ ବୟସର ଏହି ଫରକକୁ ନେଇ ତାଙ୍କର କ'ଣ ରହିଛି ମତ?
ଆସନ୍ତୁ ଜାଣିବା ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
