Boat: ପାରାଦୀପ ମହାନଦୀ ମୁହାଣରେ ଉଚ୍ଚ ଲହଡ଼ିରେ ଦୁଇଫାଳ ହେଲା ଟାପା ବୋଟ୍, ୫ ମତ୍ସ୍ୟଜୀବୀ ସୁରକ୍ଷିତ ଉଦ୍ଧାର

Oct 13, 2026 - 11:04
Boat: ପାରାଦୀପ ମହାନଦୀ ମୁହାଣରେ ଉଚ୍ଚ ଲହଡ଼ିରେ ଦୁଇଫାଳ ହେଲା ଟାପା ବୋଟ୍, ୫ ମତ୍ସ୍ୟଜୀବୀ ସୁରକ୍ଷିତ ଉଦ୍ଧାର

"ଜଗତସିଂହପୁର: ପାରାଦୀପର ନେହେରୁ ବଙ୍ଗଳା ମହାନଦୀ ମୁହାଣରେ ଅଘଟଣ।

ଉଚ୍ଚ ସମୁଦ୍ର ଲହଡ଼ିରେ ଭାଙ୍ଗିଲା ଟାପା ବୋଟ।

ବୋଟ ଭାଙ୍ଗି ଦୁଇଫାଳ ହୋଇଥିବା ସୂଚନା।

ଏକ ଟାପା ବୋଟ ସମୁଦ୍ରରୁ ମାଛଧରି ଫେରୁଥିବା ବେଳେ ସମୁଦ୍ର ମୁହାଁଣ ମୁହଁରେ ଏକ ଉଚ୍ଚ ଲହଡ଼ି ବୋଟ ଦେହରେ ମାଡ଼ ହେବାରୁ ବୋଟଟି ଦୁଇଫାଳ ହୋଇଯାଇଥିଲା।

ତେବେ ମାଛ ଧରି ଫେରୁଥିବା ଅନ୍ୟ ଏକ ଟାପା ବୋଟର ସହାୟତାରେ ସୁରକ୍ଷିତ ଭାବେ ୫ ଜଣ ମତ୍ସ୍ୟଜୀବୀ ସହ ଟାପା ବୋଟ୍ କୁ ଉଦ୍ଧାର କରାଯାଇ ଅଣାଯାଇଥିବା ବେଳେ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ଥିବା ଜଣାପଡିଛି।Advertisment INDIA Bloc March: କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୁଲିସକୁ ପ୍ରଶଂସା କଲେ ଶଶି ଥରୁର, କହିଲେ ଉଭୟେ ସମୟୋଚିତ ପଦକ୍ଷେପ ଗ୍ରହଣ କରିଛନ୍ତି"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)