Birthday Celebration: ଭାରତୀୟ ପରମ୍ପରା ଅନୁସାରେ ଜନ୍ମଦିନ ପାଳିଲେ ବାନକ୍ରଫ୍ଟ

Nov 21, 2026 - 11:52
Birthday Celebration: ଭାରତୀୟ ପରମ୍ପରା ଅନୁସାରେ ଜନ୍ମଦିନ ପାଳିଲେ ବାନକ୍ରଫ୍ଟ

ସିଡନି: ଅଷ୍ଟ୍ରେଲୀୟ କ୍ରିକେଟର କାମେରନ ବାନକ୍ରଫ୍ଟ ନିଜର ୩୪ତମ ଜନ୍ମଦିନକୁ ଭାରତୀୟ ପରମ୍ପରା ଅନୁସାରେ ପାଳନ କରିଛନ୍ତି।

ଏହି ଅବସରରେ ସେ କୁର୍ତ୍ତା ପିନ୍ଧିବା ସହ କପାଳରେ ତିଳକ ଲଗାଇଥିବା ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଫଟୋରେ ପୂଜା ଥାଳି ଓ ପ୍ରଜ୍ଜ୍ୱଳିତ ଦୀପ ମଧ୍ୟ ଦେଖିବାକୁ ମିଳିଛି।

ସେ ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କରଙ୍କ ଅନୁଗାମୀ।

ଆର୍ଟ ଅଫ୍ ଲିଭିଂର ପ୍ରତିଷ୍ଠାତା ରବିଶଙ୍କରଙ୍କ ସହ ମଧ୍ୟ ସେ ପୂର୍ବରୁ ଫଟୋ ସେୟାର କରିଛନ୍ତି।

ନିଜ ଜନ୍ମଦିନ ପୋଷ୍ଟରେ ବାନକ୍ରଫ୍ଟ ଲେଖିଛନ୍ତି, “ଏହା ଏକ ଅଭୁଲା ୩୪ତମ ଜନ୍ମଦିନ।

ସମସ୍ତଙ୍କ ଭଲପାଇବା ଓ ଆଶୀର୍ବାଦ ପାଇଁ ଧନ୍ୟବାଦ।” Advertisment IND vs NZ Test: ଶତକରୁ ବଞ୍ଚିତ ହେଲେ ଅଧିନାୟକ ଗିଲ୍; ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୧୧୮ ରନ୍‌ରେ ଆଗୁଆ ଉଲ୍ଲେଖଯୋଗ୍ୟ, ୨୦୧୮ ମସିହାର ବଲ୍ ଟାମ୍ପରିଂ ବିବାଦକୁ ନେଇ ବାନକ୍ରଫ୍ଟଙ୍କ ନାମ ପୁଣି ଚର୍ଚ୍ଚାକୁ ଆସିଛି।

ଏହି ଘଟଣାରେ ଅଷ୍ଟ୍ରେଲୀୟ ଦଳର ସମସ୍ତ ସଦସ୍ୟ ଅବଗତ ଥିଲେ ବୋଲି ଉସମାନ ଖୱାଜାଙ୍କ ଦାବିକୁ ସେ ସମର୍ଥନ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)