06 JULY 2026

Welcome!

Unlock your personalized experience.
Sign Up

Bhubaneswar DCP resignation : ଇସ୍ତଫା ଦେଲେ ଭୁବନେଶ୍ଵର ଡିସିପି ଜଗମୋହନ ମୀନା, ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସୂଚନା

Jul 06, 2026 - 08:28
Bhubaneswar DCP resignation : ଇସ୍ତଫା ଦେଲେ ଭୁବନେଶ୍ଵର ଡିସିପି ଜଗମୋହନ ମୀନା, ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସୂଚନା

ଭୁବନେଶ୍ବର, ୬/୭ : ଇସ୍ତଫା ଦେଲେ ଭୁବନେଶ୍ଵର ଡିସିପି। ୨୦୧୩ ବ୍ୟାଚ୍ର IPS ଜଗମୋହନ ମୀନା ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା କହିଛନ୍ତି। ପୂର୍ବରୁ ସେ କଟକ ଡିସିପି, ଅନୁଗୁଳ ଓ ଗଞ୍ଜାମ ଏସ୍ପି ଭାବେ କାମ କରିଥିଲେ। ୨୦୨୫ ଫେବ୍ରୁଆରୀରେ ଭୁବନେଶ୍ବର ଡିସିପି ଭାବେ ଯୋଗ ଦେଇଥିଲେ। ୨୫ ଦିନ ତଳୁ ସେ ଇସ୍ତଫା ଦେଇଥିବା ସୂଚନା ମିଳିଛି।

ଆହୁରି ପଢନ୍ତୁ- ୫ ଦିନ ବର୍ଷିଲାଣି, ଆହୁରି ଢାଳିବ; ସ୍ୱାଭାବିକଠୁ ୨୩୪% ବର୍ଷା, ଆଜି ଓଡ଼ିଶା ଅତିକ୍ରମ କରିବ ଅବପାତ