Be Careful Before Bathing in Hot Water: ଗରମ ପାଣିରେ ଗାଧୋଇବା ପୂର୍ବରୁ ସାବଧାନ!
ଶୀତଦିନ ଲୋକଙ୍କ ପାଇଁ ଗାଧୋଇବା ଭାରି କଷ୍ଟ ।
ଗାଧେଇବା ବେଳେ ଯଦି ଗରମ ପାଣି ମିଳିଗଲେ ତ ସୋନେ ପେ ସୁହାଗା ।
ଥଣ୍ଡା ପାଣିରେ ଗାଧୋଇବାରୁ ବର୍ତ୍ତିବା ପାଇଁ ଗରମ ପାଣି ହିଁ ଅନେକଙ୍କ ପ୍ରଥମ ପସନ୍ଦ ପାଲଟିଥାଏ ।
କାରଣ ଗରମ ପାଣିରେ ଗାଧୋଇଲେ ଶରୀରକୁ ଆରାମ ମିଳିବା ସହ ଥଣ୍ଡାରୁ ମଧ୍ୟ ଆଶ୍ୱସ୍ତି ମିଳିଥାଏ ।
ହେଲେ ଆପଣ ଜାଣନ୍ତି କି ଅତ୍ୟଧିକ ଗରମ ପାଣିରେ ଗାଧୋଇବା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ ।
ଏହାଛଡ଼ା ବିଶେଷ କିଛି ଲୋକମାନେ ମଧ୍ୟ ଗରମ ପାଣିରେ ଗାଧୋଇବା ଠାରୁ ଦୂରେଇ ରହିବା ଜରୁରୀ ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
