Bangladesh violence: ଶେଖ ହାସିନାଙ୍କ ଗୃହ ଜିଲ୍ଲାରେ ପୋଡ଼ାଜଳା ସହ ହିଂସା; ଆୱାମୀ ଲିଗ୍‌ର ୩୦ ଜଣ କର୍ମୀ ଆହତ

Nov 24, 2026 - 07:52
Bangladesh violence: ଶେଖ ହାସିନାଙ୍କ ଗୃହ ଜିଲ୍ଲାରେ ପୋଡ଼ାଜଳା ସହ ହିଂସା; ଆୱାମୀ ଲିଗ୍‌ର ୩୦ ଜଣ କର୍ମୀ ଆହତ

ଢାକା: ବାଂଲାଦେଶରେ ପୁଣି ଥରେ ହିଂସା ଉଗ୍ରରୂପ ଧାରଣ କରିଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଙ୍କ ପ୍ରତ୍ୟାବର୍ତ୍ତନ ନେଇ ଆୱାମୀ ଲିଗ୍ କର୍ମୀଙ୍କ ଉପରେ ତାଙ୍କ ଗୃହ ଜିଲ୍ଲାରେ ଆକ୍ରମଣ କରାଯାଇଛି।

ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ ୩୦ରୁ ଅଧିକ କର୍ମୀ ଆହତ ହୋଇଛନ୍ତି।

ଗୋପାଳଗଞ୍ଜରେ ଅନେକ ଘର ଏବଂ ଦୋକାନ ମଧ୍ୟ ଭଙ୍ଗାରୁଜା କରାଯାଇଛି।

Advertisment ଆୱାମୀ ଲିଗ୍ କର୍ମୀମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସମର୍ଥନରେ ଏକ ରାଲି କରୁଥିବା ସମୟରେ ସେମାନଙ୍କ ଉପରେ କଞ୍ଚା ବୋମା ଫିଙ୍ଗାଯାଇଥିଲା।

ଏହି ଆକ୍ରମଣ ଏପରି ସମୟରେ ହୋଇଛି।

ହସିନାଙ୍କ ଘୋଷଣା ପରଠାରୁ ବାଂଲାଦେଶରେ ଆୱାମୀ ଲିଗ୍ ସଦସ୍ୟମାନେ ଆକ୍ରମଣର ସମ୍ମୁଖୀନ ହେଉଛନ୍ତି।

ବାଂଲାଦେଶରେ ଆୱାମୀ ଲିଗ୍ ଏବଂ ଦଳର କାର୍ଯ୍ୟକଳାପ ପୂର୍ବରୁ ନିଷିଦ୍ଧ କରାଯାଇଛି।

Sheikh Hasina: ନୂଆ ପାସପୋର୍ଟ ଏବଂ ଏନଆଇଡି କାର୍ଡ ପାଇଁ ଦୂତାବାସକୁ ଅନୁରୋଧ କଲେ ଶେଖ ହସିନା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)